Breaking News ରାଷ୍ଟ୍ରପତିଙ୍କ ସଚିବ ହେଲେ ଓଡ଼ିଶା କ୍ୟାଡର IAS, ଜାଣନ୍ତୁ କିଏ… Abinash Kumar Dhal Aug 18, 2022 ନୂଆଦିଲ୍ଲୀ: ଆଇଏଏସ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ରାଜେଶ ବର୍ମା ୧୯୮୭ ବ୍ୟାଚର…
Breaking News Gratuity Rule ବଦଳିଲା! ଏଣିକି ୫ ବର୍ଷ ନୁହେଁ, ଏକ ବର୍ଷ ଚାକିରି କରିବା ପରେ କର୍ମଚାରୀଙ୍କୁ ମିଳିବ ଗ୍ରାଚ୍ୟୁଇଟି ଅର୍ଥ Manas Pradhan Aug 18, 2022 ନୂଆଦିଲ୍ଲୀ: ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ନୂଆ ଲେବର କୋଡରେ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟିରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟି ପାଇଁ ଚାକିରି ଅବଧି ୫…
Breaking News 52 ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର ! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ଅପଡେଟ୍ Abinash Kumar Dhal Aug 18, 2022 ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ନେଇ ବଡ଼ ଖବର ଆସିଛି । ସରକାର ଚଳିତ ମାସରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନେଇପାରନ୍ତି । ଏଥିରେ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା ବଢ଼ିବ । ଏଥିପାଇଁ ଡ୍ରାଫ୍ଟ…
Breaking News ଆଶ୍ଚର୍ଯ୍ୟ! ପୃଥିବୀପୃଷ୍ଠର ବାୟୁମଣ୍ଡରେ ହଠାତ୍ ଦୃଶ୍ୟମାନ ହେଲା ଏକ ଅଦ୍ଭୂତ ଦୃଶ୍ୟ Manas Pradhan Aug 18, 2022 ନୂଆଦିଲ୍ଲୀ: ପୃଥିବୀର ବାୟୁମଣ୍ଡଳରେ ଅଚାନକ ଏକ ରହସ୍ୟମୟୀ ଜେଲୀଫିଶ ଆକାରର ଜିନିଷ ଦୃଶ୍ୟମାନ ହୋଇଛି । ଏହି ଅସାଧାରଣ ଦୃଶ୍ୟଟି ଲାଞ୍ଜ ଭଳି ଲମ୍ବିଛି । କିଛି ସମୟ ଦୃଶ୍ୟମାନ ହେବା ପରେ ଏହା ବାୟୁମଣ୍ଡଳରେ ଫାଟି…
Breaking News ପତ୍ନୀ ଘରେ ନଥିଲେ ସ୍ୱାମୀ କରିଥାନ୍ତି ଏହି କାମ, ଜାଣିଲେ କହିବେ… Abinash Kumar Dhal Aug 18, 2022 ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ ଖୁବ୍ ପବିତ୍ର ହୋଇଥାଏ । ବିବାହ ପରେ ମଧ୍ୟ ଅନେକ ପୁରୁଷ ନିଜର ସଉକର କାମ୍ କରିପାରନ୍ତି ନାହିଁ । ଅନେକ ସମୟରେ ପତ୍ନୀଙ୍କ ଡରରେ ସ୍ୱାମୀମାନେ କିଛି କରିବାକୁ ମଧ୍ୟ ଡରିଥାନ୍ତି । ଏମିତିରେ…
Breaking News ଓଡ଼ିଶା କାଜୁ ନିଗମରେ ଅନେକ ପଦବୀ ଖାଲି ହେଲା, ଅଗଷ୍ଟ ୨୬ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ Manas Pradhan Aug 18, 2022 ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (ଓଏସସିଡିସି) ଲିମିଟେଡ ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…
Breaking News (Video) ୬ ଫୁଟର ନାଗ ଗିଳିଦେଲା ଚନ୍ଦନ ବୋଡାକୁ : ଭୟରେ ଛାନିଆ ହେଲେ ଲୋକେ… Abinash Kumar Dhal Aug 18, 2022 ଅନେକ ସମୟରେ ସାପହିଁ ସାପର ଶିକାର କରୁଥିବା ଘଟଣା ଆପଣ ହୁଏତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଏକ ଅସଲି ଭିଡିଓ ଦେଖାଇବାକୁ ଯାଉଛୁ, ଯେଉଁଥିରେ ଏକ ନାଗ ସାପ ଆଉ ଏକ ଚନ୍ଦନ ବୋଡାକୁ ଗିଳିଦେଉଛି । ଏଭଳି…
Breaking News ଗଡକରୀ-ଶିବରାଜଙ୍କୁ କାହିଁକି BJP ଆଉଟ୍ କଲା: ଆସନ୍ତୁ ବୁଝିବା ମୋଦୀ-ଶାହଙ୍କ ରଣନୀତି ପଛର ପ୍ରକୃତ ଗଣିତ Manas Pradhan Aug 18, 2022 ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବିଜେପିର ସଂସଦୀୟ ଓ କେନ୍ଦ୍ରୀୟ ନିର୍ବାଚନ ସମିତି ବୋର୍ଡରେ କିଛି ନୂଆ…
Breaking News ମାଗଣାରେ ବାଣ୍ଟିଲେ ୧ ଲକ୍ଷ ଗୁପଚୁପ୍, କାରଣ ଜାଣିଲେ ଆପଣ ବି କହିବେ… Abinash Kumar Dhal Aug 18, 2022 କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ସେଥିପାଇଁ ତ' ନିଜ ଝିଅର ପ୍ରଥମ ଜନ୍ମବାର୍ଷିକୁ ପାଳନ କରିବା ଏବଂ ଏହାକୁ…
Featured ତୁମ ବିନା ବଂଶୀର ଆବଶ୍ୟକ ନାହିଁ… କାହିଁକି ପ୍ରିୟ ବଂଶୀକୁ ଭାଙ୍ଗି ଦେଇଥିଲେ ଶ୍ରୀକୃଷ୍ଣ Abinash Kumar Dhal Aug 18, 2022 ରାଧା ବିନା କୃଷ୍ଣ ଅଧା । ଏଣୁ ପୁରାଣ ଶାସ୍ତ୍ର ହେଉ ବା ଗୀତ ଗୋବିନ୍ଦ ସମସ୍ତ ସ୍ଥାନରେ ରାଧାଙ୍କ ସହ କୃଷ୍ଣଙ୍କ ନାମ ଯୋଡ଼ା ଯାଇଥାଏ । ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧାକୃଷ୍ଣଙ୍କୁ ଏକାଠି ପୂଜା କରାଯାଇଥାଏ । ତେବେ…