ଏଟିଏମ୍‌ରୁ ଟଙ୍କା ଉଠାଇବାର ସୀମା ଏବଂ କେତେ ଟଙ୍କା ଚାର୍ଜ କରନ୍ତି ବ୍ୟାଙ୍କ୍ ?

ନୂଆଦିଲ୍ଲୀ: ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ସମସ୍ତ ପ୍ରମୁଖ ବ୍ୟାଙ୍କ ପ୍ରତ୍ୟେକ ମାସରେ ଏଟିଏମରେ ସୀମିତ ସଂଖ୍ୟକ ମାଗଣା କାରବାରକୁ ଅନୁମତି ଦିଅନ୍ତି। ମାଗଣା କାରବାର ବାହାରେ, ଯେଉଁଥିରେ ଆର୍ଥିକ ଏବଂ…

ଛୁଆ ଜନ୍ମ କରିବା ପାଇଁ ମିଳିବ୧୦ ଲକ୍ଷ,ଜାଣନ୍ତୁ ଏହାର କାରଣ…

ଋଷ: କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଥିବା ବେଳେ ବର୍ତ୍ତମାନ ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ…

ବଡ଼ ଖବର: ବନ୍ୟା ପାଇଁ ସ୍ଥଗିତ ହେଲା ASO ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି, ଯାହାଫଳରେ ଲୋକମାନେ ଗମନାଗମନ ପାଇଁ ଅସୁବିଧା ଭୋଗୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବନ୍ୟା ପାଇଁ ଏଏସଓ ଲିଖିତ ପରିକ୍ଷା…

ପ୍ରଥମ ଦିନିକିଆ: ଜିମ୍ବାଓ୍ଵେ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଦୀପକ ଚହର

ରାଞ୍ଚି: ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଗୁରୁବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି। ହରାରେ ସ୍ପୋର୍ଟ୍ସ କ୍ଲବରେ ଆଜି ପ୍ରଥମ ଦିନିକିଆ ଖେଳାଯାଉଛି। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା…

ବନ୍ୟାରେ ଭାସିଗଲେ ୫ ଶିଶୁ: ୪ ଉଦ୍ଧାର ଜଣେ ମୃତ

ଆଠଗଡ: ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମରେ ଘଟିଛି ଅଘଟଣ । ସେହିଗ୍ରାମର ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣା…

Video: ଯେତେବେଳେ ଦୁଇ ମହିଳା ମେଟ୍ରୋରେ ସିଟ୍ ପାଇଁ ଲଢ଼ିବା ଆରମ୍ଭ କଲେ, ଜାଣନ୍ତୁ ସେତେବେଳେ କଣ ଘଟିଲା

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋରେ ଗୀତ ଗାଇ ନାଚୁଥିବା ଲୋକଙ୍କ ଭିଡିଓ ନିଶ୍ଚୟ ଦେଖିଥିବେ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇ ମହିଳା…

ପୋଲିସ କେବେବି କାଟିବନି ଆପଣଙ୍କ କାର ବା ବାଇକର ଚାଲାଣ ! କେବଳ ଗୋଟିଏ କଥା ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ମାନିବା ନିହାତି ଆବଶ୍ୟକ । ଯଦି ଆପଣ ଏହିସବୁ ନିୟମକୁ ସଠିକ୍ ଭାବରେ ପାଳନ କରୁନାହାନ୍ତି ତାହେଲେ ଚାଲାଣ କଟିପାରେ । ରାସ୍ତାରେ ଯାତ୍ରୀମାନଙ୍କ ସୁରକ୍ଷା…

ଅଗଷ୍ଟ ପାର କରି ଦିଅନ୍ତୁ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଜେପିର ଖୋଲା ଚ୍ୟାଲେଞ୍ଜ

ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ପାର କରି ଦିଅନ୍ତୁ। ପୁଣି ଥରେ ଖୋଲା ଚ୍ୟାଲେଞ୍ଜ କଲା ଭାରତୀୟ ଜନତା ପାର୍ଟି। ସେଲ୍ କମ୍ପାନୀ କେସରେ ସୁପ୍ରିମକୋର୍ଟଙ୍କ ତରଫରୁ ରାୟ ସଂରକ୍ଷିତ ରଖାଯିବା…

ମୋର ନୁହେଁ ତ କାହାରି ନୁହେଁ…ପ୍ରତିଶୋଧ ନିଆଁରେ ଫୁଟିଲା ଗୁଳି

ପାଟନା: ପାଟନାରେ ଜଣେ ୧୫ବର୍ଷର ବାଳିକାଙ୍କ ବେକରେ ଗୁଳି ଫୁଟିବା ଘଟଣା ବର୍ତ୍ତମାନ ସବୁ ଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରେମ ସମ୍ପର୍କକୁ ନେଇ ଏଇ ଘଟଣା ଘଟି ଥିବାର ଜଣା ପଡିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି…

ସୁନା ମହଙ୍ଗା ତ’ ରୂପା ଶସ୍ତା: ଜନ୍ମାଷ୍ଟମୀରେ କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ୍ ପିଛା କେତେ ?

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଆଜି ପୁଣି ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟିଛି । ସୁନା ମହଙ୍ଗା ହୋଇଥିବା ବେଳେ ରୂପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ରୂପା ମୂଲ୍ୟ ୫୭ ହଜାରରୁ…