(Video) ଦୀପିକା ତୁ ମୋ ନାଁରେ ରେପ୍ କେସ୍ ଦେଇଛୁ, ତୋ ପାଇଁ ମୁଁ ଜେଲ୍ ଗଲି: ତୁ ଚାଲିଯା, ମୁଁ ତୋତେ ସ୍ତ୍ରୀ ଭାବେ ଗ୍ରହଣ କରିବି ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ବେଳେ…