ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ସହିଦ, ୧୩ ଜଣ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆସିଛି ପୁଣି ଏକ ବଡ଼ ଖବର । କୁଲଗାମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଅନ୍ୟ ୧୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ତେବେ ବିଧାନସଭା ନିର୍ବାଚନ ପାଇଁ ଗତ ୨୦…

ଆପାର୍ଟମେଣ୍ଟ ପ୍ରବେଶ ଦ୍ୱାରରେ ଲାଗିବ ସିସିଟିଭି, କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଚୋରି ମାମଲା ସାମ୍ନାକୁ ଆସୁଛି। ଏହି ଦୁର୍ବୃତ୍ତମାନଙ୍କୁ ଧରିବାରେ ବେଳେବେଳେ ଅସଫଳ ହେଉଛି ପୋଲିସ। ଏଥିପାଇଁ ବର୍ତ୍ତମାନ ପୋଲିସ ବିଭାଗ ପକ୍ଷରୁ ଏହି ଚୋରିକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।…

SBI ଗ୍ରାହକଙ୍କୁ ଝଟକା; Credit Card ନିୟମରେ ହେବ ବଡ଼ ପରିବର୍ତ୍ତନ: ଡିସେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କ୍ରେଡିଟ କାର୍ଡ ନିୟମରେ ଆସୁଛି ଏକ ବଡ଼ ପରିବର୍ତ୍ତନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ।…

ଭାରତର ଟେଷ୍ଟ ପରାଜୟ ପାଇଁ କେଉଁମାନେ ଦାୟୀ? ସିରିଜ୍ ହାରିବା ପଛରେ ୭ଟି ବଡ଼ କାରଣ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଲଜ୍ଜାଜନକ ପରାଜୟକୁ ନେଇ ଏବେ କ୍ରୀଡ଼ାପ୍ରେମୀଙ୍କ ମହଲରେ ନୈରାଶ୍ୟ ଖେଳି ଯାଇଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ଟିମ୍ ଇଣ୍ଡିଆ ଘରୋଇ ମାଟିରେ ପରାଜୟ ବରଣ…

ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଗଣ ଦୁଷ୍କର୍ମ, ପରେ ଭିଡିଓକୁ ସୋସିଆଲ ମିଡିଆରେ କଲେ ଭାଇରାଲ

ନୟାଗଡ଼: ପୁଣି ଦୁଷ୍କର୍ମ। ନୟାଗଡ଼ରୁ ଏପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ୩ ଜଣ ଦୁର୍ବୃତ୍ତ ଜଣେ ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଜଣେ ୨୧ ବର୍ଷୀୟ ଝିଅ ନିଜ ପ୍ରେମିକ ସହ ଫତେଗଡ ରାମ…

ପୁରୁଷ ପ୍ରଧାନ ଫିଲ୍ମରେ ନିଜର Scenesକୁ ନେଇ ଏପରି ଲଢିଲେ ସାଇ ପଲ୍ଲବୀ, ନିର୍ଦ୍ଦେଶକଙ୍କୁ କହିଲେ- ‘ମୋତେ ଲେଖିକି ଦିଅ..’

ନୂଆଦିଲ୍ଲୀ: ସାଉଥ ଆକ୍ଟ୍ରେସ ସାଇ ପଲ୍ଲଭୀ ସବୁ ପୁଅମାନଙ୍କ ହୃଦୟରେ ରାଜ କରନ୍ତି। ସେ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟକୁ ଘାଇଲା କରନ୍ତି। ହେଲେ ସାଇ ପଲ୍ଲଭୀ ନିଜର ଅଭିନୟକୁ ନେଇ ବହୁତ ଚୟନାତ୍ମକ ବୋଲି କୁହାଯାଏ। ସେ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ନିଯୁକ୍ତି: ମାସିକ ବେତନ ୬୦ ହଜାର, ଅକ୍ଟୋବର ୩୦ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ପୁଣି ଏକ ନିଯୁକ୍ତି ସୁଯୋଗ । ଏହି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ବେତନ ୪୫ ହଜାର ଓ ୬୦ ହଜାର ରହିଛି । ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ…

୧୨ ବର୍ଷ ପରେ ଟେଷ୍ଟ ସିରିଜ ହାରିଲା ଟିମ ଇଣ୍ଡିଆ: ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁ ପରେ ପୁଣେ ଟେଷ୍ଟ ହାତଛଡ଼ା କରି ସିରିଜ ହାତଛଡ଼ା କରିଛି ରୋହିତ ସେନା । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ…

ମାର୍କେଟକୁ ହଲଚଲ୍ କରିଦେଲା ଜିଓର ନୂଆ ପ୍ଲାନ! ୧୯୮ ଟଙ୍କାରେ ମିଳୁଛି ଅନଲିମିଟେଡ୍ ୫ଜି ସେବା ଓ କଲିଂ ସୁବିଧା

ନୂଆଦିଲ୍ଲୀ: ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ଅଫର ଆଣିଥାନ୍ତି । ତେବେ ଏହା ମଧ୍ୟରେ ରିଲାଏନ୍ସ ଜିଓ ଏକ ବଢ଼ିଆ ପ୍ଲାନ୍ ଆଣିଛି । ଏହି ପ୍ଲାନରେ ଗ୍ରାହକମାନେ କମ୍ ଟଙ୍କା…