ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ଜିଆର୍ଏସ୍ ନିଖୋଜ: ମିଳିଛି ବାଇକ୍ ଓ ଫାେନ୍, ଉଦ୍ଧାର ପାଇଁ ପୋଲିସ ତନାଘନା ଜାରି
ପୁରୁଷୋତ୍ତମପୁର/ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍) : ସୋମବାର ରାତିରୁ ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ନିଖୋଜ ରହିଛନ୍ତି ଜିଆର୍ଏସ୍ । ଖୋଜାଖୋଜି କଲେ ମଧ୍ୟ ତାଙ୍କ ପତ୍ତା ମିଳିବା ସମ୍ଭବପର ହୋଇପାରି ନାହିଁ ।…