ମିଳିଲାନି ଆମ୍ବୁଲାନ୍ସ, ଆଖିରେ ଲୁହ କାନ୍ଧରେ ନିରୀହ ଶିଶୁର ମୃତଦେହ ଧରି ଘରକୁ ଫେରିଲେ ମହିଳା
ନୂଆଦିଲ୍ଲୀ: ଓଃ କି କରୁଣ ଏ ଦୃଶ୍ୟ। ଧିକ୍ ଏ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଶେଷରେ ଚିରନିଦ୍ରାରେ ଶୋଇ ଯାଇଥିବା ୫ ବର୍ଷୀୟ ପୁଅକୁ ଜନ୍ମକଲା ମାଆ ନିଜ କାନ୍ଧରେ ନେଇ ଘରକୁ ଫେରିଛି। ସରକାର ବଡ଼ବଡ଼ ଘୋଷଣା କରି ପ୍ରତି ନିର୍ବାଚନ…