ଆଜି ପ୍ରଥମ ଦିନିକିଆ ଖେଳିବେ କି ନାହିଁ ଜାଡେଜା, ଉତ୍ତର ରଖିଲେ ଅଧିନାୟକ ଶିଖର ଧାଓ୍ଵନ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିପାରେ। ଦଳର ଉପ ଅଧିନାୟକ ତଥା ତାରକା…

୪୫ ବର୍ଷ ପରେ ଏହି କାରଣରୁ ମଧୁମେୟ ରୋଗୀଙ୍କୁ ହୋଇଥାଏ ହୃଦଘାତ : ଜାଣନ୍ତୁ ଏହାକୁ ରୋକିବାର ଉପାୟ

ମଧୁମେୟ ବା (ଡାଇବେଟିସ୍ )ରୋଗିମାନଙ୍କୁ ହୃଦଘାତ ହେବାର ବହୁମାତ୍ରାରେ ଆଶଙ୍କା ରହିଥାଏ । ତେବେ କେଉଁ କାରଣରୁ ମଧୁମେୟ ରୋଗୀଙ୍କୁ ହୃଦଘାତ ହୋଇଥାଏ ଓ ଏଭଳି ପରିସ୍ଥିତିରେ ସେମାନଙ୍କର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା…

ଋଷି ସୁନକଙ୍କ ସ୍ଵପ୍ନ ଭାଙ୍ଗିପାରେ, ଲିଜ୍ ଟ୍ରସ ହୋଇ ପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ- ସର୍ଭେ

ଲଣ୍ଡନ: ବ୍ରିଟେନରେ ସଂପ୍ରତି ଗୋଟିଏ ନାମ ଖୁବ୍ ଚର୍ଚ୍ଚାରେ। ଏହି ନାମଟି ହେଉଛି ଋଷି ସୁନକ। ଭାରତୀ ବଂଶୋଦ୍ଭବ ସୁନକଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ହିସାବରେ ପ୍ରବଳ ଦାବିଦାର କୁହାଯାଉଥିଲା। ଏ ପର‌୍ୟ୍ୟନ୍ତ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କେତେ ମିଳିବ ଦରମା? କେତେ ଭରିବେ ଟ୍ୟାକ୍ସ ଓ କ’ଣ ମିଳିବ ଅଧିକାର

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଅଧିକାର, ଦରମା, କେତେ ଦିନ ଛୁଟି ଓ ତାଙ୍କ ଉପରେ କ’ଣ ଦାୟିତ୍ୱ ରହିଛି, ତାହା ଜାଣିବାକୁ…

ଏହି ତିନି ରାଜ୍ୟରେ କ୍ଲିନ୍ ସୁଇପ୍ କଲେ ମୁର୍ମୁ, ସ୍ଥିତି ବି ଜାହିର କରିପାରିଲେନି ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ହରାଇ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ…

CBSE 12th 2022 Topper: ତାନ୍ୟା ସିଂହ ସିବିଏସଇ ଟପ୍ପର, ରଖିଛନ୍ତି ୫୦୦ରୁ ୫୦୦ ମାର୍କ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ)ର ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦସହର ନିବାସସୀ ତାନ୍ୟା ସିଂହ। ସେ ୫୦୦…

ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

କଟକ(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପଠାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ନୋଟିସ୍ ଜାରି କରିଛନ୍ତି । ୨ ସପ୍ତାହ ଭିତରେ…

ସାମ୍ବାଦିକ ନଆସିବାରୁ ଭୁଲ ଖବର ପ୍ରସାରିତ ହେଉଛି, ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଛାଡ଼ାଯାଉ: ମୋହନ ମାଝୀ

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଛଡାଯାଉ ବିଧାୟକ ମାନଙ୍କୁ ଉଦ୍ଧିଷ୍ଟ ହୋଇଥିବା ଆସନ ରେ ବସିବାକୁ ଅନୁମତି ଦିଆଯାଉ। ପ୍ରଶ୍ନକାଳ ଓ ଶୂନ୍ୟକାଳ ରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ…

PF ଉପରେ ସୁଧହାର ବଢ଼ାଇବେ କି ସରକାର? ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖବର । ପିଏଫ୍ ଆକାଉଣ୍ଟରେ ସୁଧ ହାର ବଢ଼ାଇବାକୁ ନେଇ ସରକାର ଏକ ବଡ଼ ବୟାନ ଦେଇଛନ୍ତି । ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ୱର ତେଲି ଗୃହରେ କହିଛନ୍ତି ଯେ, ୨୦୨୧-୨୦୨୨ ଆର୍ଥିକ…

ମହିଳାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ପୁରାଇ ଦେଲେ ଶାଶୂଘର ଲୋକେ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ପ୍ରେମ ବିବାହ ଯନ୍ତ୍ରଣାଦାୟକ ପାଲଟିଛି। ପ୍ରେମ ବିବାହ ହେତୁ ମହିଳା ଜଣଙ୍କୁ ତାଙ୍କ ଶାଶୁଘର ଦ୍ୱାରା ଅତି…