ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକନା ବୁଲାଇଦେଲେ ଦୁର୍ବୁତ୍ତ, ଗଲାବେଳେ ପକାଇଦେଲେ ତାଲା

ବସ୍ତା: ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକଳା ବୁଲାଇଦେଲେ ଦୁର୍ବୁତ୍ତ । ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ମାରଣା ଅସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ବାଲେଶ୍ୱର ବସ୍ତା ଅଞ୍ଚଳର…

ମୁଣ୍ଡବିନ୍ଧାର କାରଣ ହେଲା ମଙ୍କିପକ୍ସ: ଭାଇରସରେ ଆଉ ଜଣେ ନୂଆ ସଂକ୍ରମିତ ଚିହ୍ନଟ

କେରଳ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ବି ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ଉପରେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଭାଇରସ । ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ…

(Video)ଫାଟିଲା ଗ୍ୟାସ ସିଲିଣ୍ଡର ଉଡିଗଲା ଛାତ: ଛିନଛତର ହେଲା ଘର

ଗଞ୍ଜାମ(ଓଡ଼ିଶା ଭାସ୍କର): ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଉଡ଼ିଲା ଘରର ଛାତ। ଭାଙ୍ଗିଲା କାନ୍ଥ । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଘଟିଯାଇଛି ଏହି ଅଘଟଣ। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ…

ସିଗାରେଟ୍ ପ୍ୟାକେଟରେ ଲେଖାଯିବ ‘ତମାଖୁ ସେବନ ମାନେ ଅକାଳ ମୃତ୍ୟୁ’, ଗାଇଡଲାଇନ୍ ଜାରି କଲେ ସରକାର

ନୂଆଦିଲ୍ଲୀ: ସିଗାରେଟ୍ ହେଉ କିମ୍ବା ଗୁଟକା, ସମସ୍ତ ନିଶାଦ୍ରବ୍ୟ ପ୍ୟାକେଟ୍‌ରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଥାଏ। ଏହା ପରେ ମଧ୍ୟ ଲୋକେ ଏଥିପ୍ରତି ନଜର ଦେଇ ନଥାନ୍ତି।…

ଆଜି ବି ଶସ୍ତା ସୁନା କିଣିବାର ରହିଛି ସୁଯୋଗ: ଜାଣନ୍ତୁ ୨୪ କ୍ୟାରେଟ ଗୋଲ୍ଡ କେତେ କମିଲା ?

ନୂଆଦିଲ୍ଲୀ: ଆଜି ପୁଣି କମିଯାଇଛି ସୁନା ଦାମ୍ । ଭାରତୀୟ ବଜାରରେ ସୁନା ଦର ଶୁକ୍ରବାର ଦିନ ପୁଣି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଥିବା…

(Video) ଜଗତର ନାଥ ଜଗନ୍ନାଥଙ୍କୁ ଫେସବୁକରେ ଅଶ୍ଳୀଳ ଗାଳି, କାନରେ ଶୁଣି ହେବନି କି ଆଖିରେ…

ଗଜପତି(ଓଡ଼ିଶା ଭାସ୍କର): କାଳିଆ ସାଆନ୍ତକୁ ଗାଳି । ଓଡିଆଙ୍କ ଭଗବାନଙ୍କୁ ଅଶ୍ଳିଳ ଭାଷାରେ କଲେ ଗାଳି । ଏମିତି ଗାଳି ଯେ ତାକୁ ଆଖିରେ ଦେଖି ହେବନି କି କାନରେ ବି ଶୁଣି ହେବନି । ଓଡିଆଙ୍କ ଭାବାବେଗ ସହ ଖେଳିଲେ । ଜଣେ…

ଆଜି ପ୍ରଥମ ଦିନିକିଆ ଖେଳିବେ କି ନାହିଁ ଜାଡେଜା, ଉତ୍ତର ରଖିଲେ ଅଧିନାୟକ ଶିଖର ଧାଓ୍ଵନ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିପାରେ। ଦଳର ଉପ ଅଧିନାୟକ ତଥା ତାରକା…

୪୫ ବର୍ଷ ପରେ ଏହି କାରଣରୁ ମଧୁମେୟ ରୋଗୀଙ୍କୁ ହୋଇଥାଏ ହୃଦଘାତ : ଜାଣନ୍ତୁ ଏହାକୁ ରୋକିବାର ଉପାୟ

ମଧୁମେୟ ବା (ଡାଇବେଟିସ୍ )ରୋଗିମାନଙ୍କୁ ହୃଦଘାତ ହେବାର ବହୁମାତ୍ରାରେ ଆଶଙ୍କା ରହିଥାଏ । ତେବେ କେଉଁ କାରଣରୁ ମଧୁମେୟ ରୋଗୀଙ୍କୁ ହୃଦଘାତ ହୋଇଥାଏ ଓ ଏଭଳି ପରିସ୍ଥିତିରେ ସେମାନଙ୍କର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା…

ଋଷି ସୁନକଙ୍କ ସ୍ଵପ୍ନ ଭାଙ୍ଗିପାରେ, ଲିଜ୍ ଟ୍ରସ ହୋଇ ପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ- ସର୍ଭେ

ଲଣ୍ଡନ: ବ୍ରିଟେନରେ ସଂପ୍ରତି ଗୋଟିଏ ନାମ ଖୁବ୍ ଚର୍ଚ୍ଚାରେ। ଏହି ନାମଟି ହେଉଛି ଋଷି ସୁନକ। ଭାରତୀ ବଂଶୋଦ୍ଭବ ସୁନକଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ହିସାବରେ ପ୍ରବଳ ଦାବିଦାର କୁହାଯାଉଥିଲା। ଏ ପର‌୍ୟ୍ୟନ୍ତ…