କିଛି ମାସ ମଧ୍ୟରେ ମୁଦ୍ରସ୍ଫୀତିରୁ ମିଳିପାରେ ଆଶ୍ୱସ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା
ନୂଆଦିଲ୍ଲୀ: ଦରବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆସନ୍ତା କିଛି ମାସ ମଧ୍ୟରେ ଆଶ୍ୱସ୍ତି ମିଳିପାରେ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆସନ୍ତା ୬ ମାସ ମଧ୍ୟରେ ଦରବୃଦ୍ଧିରୁ…