Breaking News ପୁଣି କମିଲା ସୁନା ଦର; ଜାଣନ୍ତୁ ଆଜିର ରେଟ୍ Sushreejyoti Routray Jul 9, 2022 ନୂଆଦିଲ୍ଲୀ: ଯଦି ଆପଣ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୫୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…
Featured ଏବେ ଟେଲିକମ ସେକ୍ଟରରେ ପାଦ ଦେବ ଅଦାନୀ ଗ୍ରୁପ ! ଜିଓ ଏବଂ ଏୟାରଟେଲ୍ ସହ ହେବ ସିଧା ମୁକାବିଲା Abinash Kumar Dhal Jul 9, 2022 ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ ଧନୀ ଗୌତମ ଅଦାନୀ ଏବେ ଟେଲିକମ ସେକ୍ଟରରେ ପାଦ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଟେଲିକମ ସେକ୍ଟରରେ ପ୍ରାଧ୍ୟାନ୍ୟ ବିସ୍ତାର ପାଇଁ ଅଦାନୀଙ୍କ କମ୍ପାନୀ ନୂତନ ଯୋଜନା ଉପରେ କାମ କରୁଛନ୍ତି।…
Featured ୧୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ IPO ଲଞ୍ଚ କରିବାକୁ ଯାଉଛି ଟାଟା, ଜାଣନ୍ତୁ ତାରିଖ Odisha Bhaskar Bureau Jul 9, 2022 ମୁମ୍ବାଇ: ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ରେ ବିନିଯୋଗ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଟାଟା ଗ୍ରୁପ୍ କମ୍ପାନୀ ଟାଟା ଟେକ୍ନୋଲୋଜି ଏକ ଆଇପିଓ ଲଞ୍ଚ କରୁଛି। ଯୋଜନା ମୁତାବକ ଯଦି ସବୁକିଛି…
Featured RBI ୪ ବ୍ୟାଙ୍କ ଉପରେ ଲଗାଇଲା କଡା କଟକଣା, ବଢିବ ଗ୍ରାହକଙ୍କ ମୁସ୍କିଲ Abinash Kumar Dhal Jul 9, 2022 ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଚାରି ସମବାୟ ବା କପୋରେଟିଭ୍ ବ୍ୟାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଚାରି କପୋରେଟିଭ୍ ବ୍ୟାଙ୍କର ଆର୍ଥିକ…
Featured ସରକାରୀ ବିଦ୍ୟାଳୟରେ ରବିବାର ନୁହେଁ ଶୁକ୍ରବାର ଦିନ ସାପ୍ତାହିକ ଛୁଟି, ଜାଣନ୍ତୁ କ’ଣ ରହିଛି ପୁରା ଖବର Odisha Bhaskar Bureau Jul 9, 2022 ରାଞ୍ଚି: ଦେଶ ତଥା ବିଦେଶର ସମସ୍ତ ବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ରବିବାର ଛୁଟି ହୋଇଥାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ବିଦ୍ୟାଳୟମାନଙ୍କରେ ରବିବାର ବଦଳରେ ଶୁକ୍ରବାର ଛୁଟି ରହୁଥିବା…
Featured ବିରାଟ କୋହଲିଙ୍କ ପାଇଁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଫସିଲା ପେଞ୍ଚ, ଚିନ୍ତାରେ ଦଳ ପ୍ରବନ୍ଧକ Abinash Kumar Dhal Jul 9, 2022 ବର୍ମିଂହାମ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ବର୍ମିଂହାମରେ ଖେଳାଯିବ। ତେବେ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ…
Breaking News ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି କି SBI ? ଜାଣନ୍ତୁ ଅନଫ୍ରିଜ୍ କରିବାର ଉପାୟ Sushreejyoti Routray Jul 9, 2022 ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଅନେକ ଆକାଉଣ୍ଟ ବନ୍ଦ କରିଦେଇଛି । ଯେଉଁ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ସେମାନେ ଏବେ କୌଣସି ପ୍ରକାର କାରବାର କରିପାରିବେ ନାହିଁ । ଏଥିରେ ଅନେକ ଗ୍ରାହକ…
Breaking News ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ରାଜଧାନୀରେ ଲାଗିଲା କର୍ଫ୍ୟୁ Odisha Bhaskar Bureau Jul 9, 2022 ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ରାଜନେତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି…
Featured ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି Abinash Kumar Dhal Jul 9, 2022 ମୁମ୍ବାଇ: ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ। ଏହା ସୁନିଶ୍ଚିତ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାର୍ଭେକର। ବକରିଦ୍ ଜୁଲାଇ ୧୦ରେ ପଡୁଛି। ଏହି ଦିନ…
Breaking News ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ Odisha Bhaskar Bureau Jul 9, 2022 ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।…