ରାଶିଫଳ(ଗୁରୁବାର,୦୭ ଜୁଲାଇ,୨୦୨୨)

ମେଷ: ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ । ଶରୀରରେ ଫୂର୍ତ୍ତିର ଅଭାବ ରହିବ । ମାନସିକ ଅସୁସ୍ଥତାର ସ୍ଥିତିରେ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ କଲେ ବିଧାୟକ

ଫୁଲବାଣୀ(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୁଧବାର କଟକ ବୋର୍ଡ ଅଫିସ ଠାରେ ବିଧିବଦ୍ଧ ଭାବରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୋଟ 5…

ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ ଚାନ୍ସ ବହୁତ କମ୍ ହୋଇଯାଇଥାଏ: ଭାରତ ଓ ଜର୍ମାନୀ ବୈଜ୍ଞାନିକଙ୍କ ନୂଆ ଖୁଲାସା

ନୂଆଦିଲ୍ଲୀ: ନିକଟରେ ଭାରତ ଓ ଜର୍ମାନୀର ଗବେଷକମାନେ ଶାରୀରିକ ସମ୍ପର୍କ ଓ ଗର୍ଭଧାରଣକୁ ନେଇ ଏକ ନୂଆ ତଥ୍ୟର ଖୁଲାସା କରିଛନ୍ତି । ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ କରିବାର ଚାନ୍ସ ବହୁତ ହ୍ରାସ ପାଇଥାଏ ।…

୧୦ ମାସର ଶିଶୁକୁ ମିଳିଲା ରେଲୱେରେ ଚାକିରି… କିନ୍ତୁ…

ରାୟପୁର: ଜଣେ ୧୦ ମାସର ଶିଶୁକୁ ଭାରତୀୟ ରେଳବାଇରେ ମିଳିଛି ଚାକିରି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ରାୟପୁର ରେଳ ମଣ୍ଡଳ ବିଭାଗ ଦଶ ମାସର ଶିଶୁର ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ…

ପାଳିତ ସନ୍ତାନର ନୃଶଂସ ରୂପ, ସମ୍ପତ୍ତି ପାଇଁ କଲା ବାପା-ମା’ ଙ୍କ ହତ୍ୟା

ଲକ୍ଷ୍ନୌ: ସନ୍ତାନ ସୁଖରୁ ବଞ୍ଚିତ ହୋଇଥିବା ଦମ୍ପତ୍ତି ଅନେକ ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । ପୋଷ୍ୟ ସନ୍ତାନଙ୍କୁ ନିଜର ସବୁ ସ୍ନେହ ମମତା ଦେଇ ଲାଳନପାଳନ କରିଥାନ୍ତି । କିନ୍ତୁ ଯଦି ଏହି ପୋଷ୍ୟ ସନ୍ତାନ…

ସ୍ମୃତି ଇରାନୀ ହେଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ, ସିନ୍ଧିଆଙ୍କୁ ମିଳିଲା ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ମୁଖତାର ଆବାସ ନକଭୀ ଓ ଷ୍ଟିଲ ମନ୍ତ୍ରୀ ପଦରୁ ଆରସିପି ସିଂହ ଇସ୍ତଫା ଦେଇଥିଲେ । ତେବେ ନକଭୀଙ୍କ ସ୍ଥାନରେ କେନ୍ଦ୍ର ମହିଳା ଓ ବିକାଶ…

ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ । ତାଙ୍କ ପୂର୍ବରୁ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସାଂସଦ ଭାବେ…

ପୁଣି ଏକ ବଡ଼ ଡିଲ୍ କଲେ ମୁକେଶ ଅମ୍ବାନୀ: ଏଣିକି Reliance ଷ୍ଟୋରରେ ମିଳିବ ‘GAP’ ପ୍ରଡକ୍ଟସ୍

ନୂଆଦିଲ୍ଲୀ: ରିଲାଏନ୍ସ ଇଷ୍ଟଷ୍ଟ୍ରିଜ୍ ଲିମିଟେଡ (ରିଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଏକ ବଡ଼ ଡିଲ୍ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଫ୍ୟାଶନ ବ୍ରାଣ୍ଡ ଗ୍ୟାପ୍ ଇଙ୍କ ସହ ମୁକେଶ ବୁଝାମଣା କରିଛନ୍ତି । ମୁକେଶଙ୍କ…

ଚୁଟକିରେ ହେବ ତତ୍କାଳ ଟ୍ରେନ୍ ଟିକେଟ୍, ଏମିତି କରିପାରିବେ ବୁକିଂ

ଅନେକ ସମୟରେ ଯାତ୍ରାର ଠିକ୍ ପୂର୍ବରୁ ଟ୍ରେନ୍ ଟିକେଟ୍ କରିବାକୁ ପଡ଼ିଥାଏ, ଆଉ ଯଦି ଟିକେଟ ଉପଲବ୍ଧ ନଥାଏ ତେବେ କନଫର୍ମ ଟିକେଟ୍ ପାଇଁ ତତ୍କାଳ ସବୁଠୁ ଭଲ ବିକଳ୍ପ । ଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିକେଟ ବୁକ୍…

ପିଟି ଉଷାଙ୍କ ସହ ଆଉ ଏହି ୩ ମହାନ୍ ବ୍ୟକ୍ତିତ୍ୱ ମଧ୍ୟ ହୋଇଛନ୍ତି ରାଜସଭା ପାଇଁ ମନୋନୀତ

ନୂଆଦିଲ୍ଲୀ: ଭାରତର ଦୌଡ଼ରାଣୀ ପିଟି ଉଷାଙ୍କ ସହ ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ବୁଧବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରଧାନମନ୍ତ୍ରୀ…