ରାଜ୍ୟସଭା ପାଇଁ ମନୋନୀତ ହେଲେ ପିଟି ଉଷା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ଦେଶର ମହାନ୍ ଆଥଲିଟ୍ ପିଟି ଉଷା ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି । ପିଟି ଉଷାଙ୍କ ସହ ଫିଲ୍ମ କମ୍ପୋଜର ଏବଂ ସଙ୍ଗୀତକାର ଇଲେୟାରାଜା, ବିରେନ୍ଦ୍ର ହେଗଡ଼େ ଏବଂ ବି ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ…

ଅଢ଼େଇ ବର୍ଷ ପରେ ସର୍ବନିମ୍ନ ସ୍ତରକୁ ଖସିଲା ତମ୍ବାର ଦାମ୍: ଲୁହା ଓ ଷ୍ଟିଲର ମୂଲ୍ୟରେ ମଧ୍ୟ ଘଟିଲା ହ୍ରାସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଦୁନିଆରେ ବିଭିନ୍ନ ପ୍ରକାର ଧାତୁର ମୂଲ୍ୟ କମିବାରେ ଲାଗିଛି । ପୂର୍ବରୁ ଲୁହା ଓ ଷ୍ଟିଲର ଦର କମିଥିବା ଥିବା ବେଳେ ଏବେ ତମ୍ବାର ଦାମ୍ ହ୍ରାସ ପାଇଛି । ବିଶ୍ୱରେ ସୁଧ ହାର ବୃଦ୍ଧି,…

୩୧୧ କୋଟି ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀ ଗିରଫ

ରାଉରକେଲା: ରାଜ୍ୟରେ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ଏହି ୫ ବ୍ୟବସାୟୀଙ୍କ ବିରୋଧରେ ପ୍ରାୟ ୩୧୧ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ…

Airtel ର ନୂଆ ପ୍ଲାନ, ଶସ୍ତା ରିଚାର୍ଜରେ ଆକ୍ଟିଭ ରହିବ ପୂରା ମାସ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍, ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି । ଯାହା ଖୁବ୍ କମ୍ ଦାମ୍ ରେ ଉପଲବ୍ଧ । ଏହି ସେହି ଗ୍ରାହକଙ୍କ ପାଇଁ ଏକ ଭଲ ଅପ୍ସନ ହେବ ଯେଉଁମାନେ କମ୍ ଦାମରେ…

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣା ବୃଦ୍ଧି ପାଇଛି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟରେ ମାଛ ଚାଷ ବୃଦ୍ଧି ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ରାଜ୍ୟକୁ ମାଛର ଆବଶ୍ୟକତା ପୂରଣ ପାଇଁ ଅନ୍ୟ ରାଜ୍ୟ…

ATM ନୁହେଁ ସିଧା ଟଙ୍କା ଭ୍ୟାନକୁ ଲୁଟି ନେଇଗଲା ଡ୍ରାଇଭର, ଥିଲା ୫୭ ଲକ୍ଷ ଟଙ୍କା

ନୂଆପଡ଼ା: ଅନେକ ସମୟରେ ଆପଣ ଏଟିଏମ ଲୁଟ୍ କଥା ଶୁଣିଥିବେ ବା ଦେଖିଥିବେ । ଏଟିଏମ ଲୁଟ୍ କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି ଦୁର୍ବୁତ୍ତ । ବେଳେବେଳେ ସଫଳ ହୋଇଥାନ୍ତି ତ’ କେତେବେଳେ ଧରାପଡ଼ିଯାନ୍ତି । ଏବେ ଏଭଳି ଏକ…

ଅବକାରୀ ବିଭାଗର SP ପାହ୍ୟାରୁ Constable ପର୍ଯ୍ୟନ୍ତ ୨୨ ଶହ କର୍ମଚାରୀଙ୍କୁ ମିଳିବ ଖାକି ପୋଷାକ ଭତ୍ତା, ନିର୍ଦ୍ଦେଶନାମା ଜାରି କଲା ଗୃହ…

ନୂଆଦିଲ୍ଲୀ: ଏଣିକି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଖାକି ପୋଷାକ ପିନ୍ଧିବେ । ଅତିରିକ୍ତ କମିସନର, ଯୁଗ୍ମ କମିସନର ଓ ଡେପୁଟି କମିସନର ପାହ୍ୟାରେ ଥିବା ୧୧ ଜଣ ବରିଷ୍ଠ ଅଧିକାରୀଙ୍କୁ ଖାକି ପିନ୍ଧିବା ନେଇ…

ବୁଷ୍ଟର ଡୋଜ୍ ସମୟସୀମା ହ୍ରାସ କଲେ କେନ୍ଦ୍ର ସରକାର: ଏଣିକି ୯ ମାସ ବଦଳରେ ୬ ମାସ ପରେ ନେଇପାରିବେ ଟିକା

ନୂଆଦିଲ୍ଲୀ: କୋଭିଡ୍ ବୁଷ୍ଟର ଡୋଜର ସମୟସୀମା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସମସ୍ତେ ୯ ମାସ ବଦଳରେ ୬ ମାସରେ ଟିକା ନେଇପାରିବେ । ଏନଟିଏଜିଆଇର ଷ୍ଟାଣ୍ଡିଂ ଟେକ୍ନିକାଲ ସବ-କମିଟି (ଏସଟିଏସସି) ପକ୍ଷରୁ ଗତ…

ଜମି ଘୋଟାଲା: ସସପେଣ୍ଡ ହେଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି କେଳେଙ୍କାରୀ ମାମଲାରେ ସସପେଣ୍ଡ ହୋଇଛନ୍ତି ଦୁଇଜଣ ସରକାରୀ ବାବୁ । ବଲାଙ୍ଗିର ତହସିଲରେ ହୋଇଥିବା ଜମି କେଳେଙ୍କାରୀ ମାମଲାରେ ଏହି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଦୈତାରୀ ପଣ୍ଡାଙ୍କ ନାଁରେ ଏତଲା, ଠକାମୀ ନେଇ ହୋଇଛି ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା । ଦୈତାରୀ ପଣ୍ଡାଙ୍କ ନାମରେ ଏତଲା ଦେଇଛନ୍ତି ରାଜଧାନୀ ମିଡିଆ ହାଉସର ସିଇଓ ହର ବାରିକ । ସେ ଅଭିଯୋଗ କରିଛନ୍ତି ଯେ ଦୈତାରୀ…