ଆସନ୍ତାକାଲି ନବଯୌବନ ଦର୍ଶନ: ଜାଣନ୍ତୁ କେତେବେଳେ ଭକ୍ତଙ୍କୁ ଦେଖାଦେବେ ଶ୍ରୀଜିଉ?

ପୁରୀ(ଓଡ଼ିଶା ଭାସ୍କର): ଅଣସର ଘରେ ରହିବା ପରେ ଜ୍ୱରରୁ ସୁସ୍ଥ ହୋଇସାରିଛନ୍ତି ମହାପ୍ରଭୁ । ଆସନ୍ତାକାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।…

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା…

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର…

ସସପେଣ୍ଡ ହେଲେ କିଶନନଗର IIC: ଜାଣନ୍ତୁ କାହିଁକି

କଟକ: କଟକ କିଶନନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଏକ ମାମଲାର ତଦନ୍ତରେ ଅବହେଳା ଯୋଗୁଁ ପଦରୁ ନିଲମ୍ବିତ ହୋଇଛନ୍ତି ଆଇଆଇସି ସସ୍ମିତ ରଣା । ପୋଲିସ ଡିଜିଙ୍କ…

(Video) ପୁଣି କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ଭୋଳ: ବାହାଘର ପ୍ରତିଶ୍ରୁତି ଓ ବର୍ଷାଙ୍କ ହାତକଟାକୁ ନେଇ ଦେଲେ ସଫେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଟୋ ଡ୍ରାଇଭର ଡୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ସତ କହୁଛି, ତାହା ଜାଣି ହେଉନି । ପୁହେଁ ପରସ୍ପରକୁ ଆଙ୍ଗୁଠି ଦେଖାଉଥିବା…

ଇଂଲଣ୍ଡ-ଭାରତ ମଧ୍ୟରୁ କିଏ ରହିଛି ଶକ୍ତିଶାଳୀ? ଏମିତି କହିଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସେପଟେ ଖେଳାଳି ଏବଂ ସେମାନଙ୍କ ଫର୍ମକୁ ନେଇ ମଧ୍ୟ…

ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଲେ ନବୀନ: ଦେଖନ୍ତୁ Video

ଭୁବନେଶ୍ୱର: ସବୁବେଳେ ଧଳା ରଙ୍ଗର କୁର୍ତ୍ତା ପିନ୍ଧୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ସୂଚନା ଅନୁସାରେ, ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କରୋନା ସଂକ୍ରମଣକୁ ନେଇ ନୂଆ ପଦକ୍ଷେପ: ଆଣ୍ଟିଜେନ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ରାଜ୍ୟରେ ୧୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତାରେ ପଡିଛି ।…

(Video) ଅଣସର ଦର୍ଶନର ଆଜି ହେଉଛି ଶେଷ ଦିନ, କାଲିଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି

ପୁରୀ(ଓଡ଼ିଶା ଭାସ୍କର): ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ହେଉଛି ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ । ୧୪ ଦିନ ଧରି ଚାଲିଥିବା ଅଣସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ…

(Video) ଅଫିସ ଭିତରେ ଗପ ମାରୁଥିଲେ ଶିକ୍ଷକ: ପହଞ୍ଚିଗଲେ ଗଣଶିକ୍ଷା ମନ୍ତ୍ରୀ, ଆଉ ତା’ପରେ…

ପୁରୀ(ଓଡ଼ିଶା ଭାସ୍କର): ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ କଡା…