SCଙ୍କ ଆଦେଶ- ଶିବସେନା ଉପରେ ଏବେ ନିଷ୍ପତ୍ତି ନନେଉ ନିର୍ବାଚନ ଆୟୋଗ, ସୋମବାର ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଶିବସେନାର ଦାବି ଉପରେ ଆଜି ମଧ୍ୟ ସୁପ୍ରିମକୋର୍ଟରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଦାବିକୁ ନେଇ ଅଦାଲତ ସୋମବାର ଶୁଣାଣି କରିବେ। ତେବେ ପରବର୍ତ୍ତୀ ଆଦେଶ…