Featured ପାରାଦୀପରୁ ଅଢେଇ କିଲୋର ମାରିଜୁଆନା ଜବତ, ଜଣେ ଗିରଫ Abinash Kumar Dhal Aug 4, 2022 ପାରାଦୀପ, (ଭାସ୍କର ନ୍ୟୁଜ୍): ପାରାଦୀପ ବେଲ୍ଟଲାଇନ ଛକରୁ କେବିନ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା ନୂଆ ରାସ୍ତାର କଲଭର୍ଟ ନିକଟରୁ ପାରାଦୀପ ଆଦର୍ଶ ଥାନା ପୁଲିସ ଜଣେ ମାରିଜୁଆନା ଚୋରା ବେପାରୀକୁ ଗିରଫ କରିବା ସହ ତା…
Astrology ରାଶିଫଳ(ଗୁରୁବାର,୦୪ ଅଗଷ୍ଟ,୨୦୨୨) Odisha Bhaskar Bureau Aug 4, 2022 ମେଷ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
Breaking News ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ଜଗିବେ ଗାେଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ Abinash Kumar Dhal Aug 4, 2022 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମ୍ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ…
Breaking News CWG ମହିଳା ହକି ଇଭେଣ୍ଟ: କାନାଡାକୁ ୩-୨ ଗୋଲରେ ପରାସ୍ତ କଲା ଭାରତ, ପ୍ରଥମ ଦଳ ଭାବେ ସେମି ଫାଇନାଲରେ ମାରିଲା ଏଣ୍ଟ୍ରି Abinash Kumar Dhal Aug 4, 2022 ବର୍ମିଂହାମ: ଭାରତୀୟ ମହିଳା ଦଳ ବୁଧବାର ଅନୁଷ୍ଠିତ ଗ୍ରୁପ ଏ’ର କର ବା ମର ମ୍ୟାଚରେ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ହକି ଇଭେଣ୍ଟ ସେମି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛି ।…
Breaking News ବଦଳିବ ପାଗ, ପୁଣି ସକ୍ରିୟ ହେବ ଦୁର୍ବଳ ମୌସୁମୀ : ୫ରୁ ପ୍ରବଳ ବର୍ଷିବ Abinash Kumar Dhal Aug 4, 2022 ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ସମ୍ପ୍ରତି ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ପ୍ରଚଣ୍ଡ ଗରମରେ ସାରା ରାଜ୍ୟ ସିଝୁଛି । ତେବେ ଏସବୁ ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ୱସ୍ତିକର ଖବର…
Featured ବାପାଙ୍କ ଶୁଦ୍ଧିକ୍ରିୟାରେ ଝିଅର ମୃତ୍ୟୁ: ସାଙ୍ଗରେ ନେଇଗଲା ଗେହ୍ଲି ନାତୁଣୀର ଜୀବନ Abinash Kumar Dhal Aug 3, 2022 ଜେନାପୁର: ବାପାଙ୍କର ଶୁଦ୍ଧିକ୍ରିୟାକୁ ଯାଇ ପ୍ରାଣ ହରାଇଛନ୍ତି ଅଲିଅଳି ଗେହ୍ଲା ଝିଅ । ଆଉ ସାଙ୍ଗରେ ଆରପାରିକୁ ଚାଲିଗଲା ନିଷ୍ପାପ ନାତୁଣୀ । ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁରୂପୀ ଲୌହ ଦାନବ । ଅକାଳରେ…
Breaking News CM Sir, Thank You: ପ୍ରତ୍ୟେକ ପରିବାରର ଜଣଙ୍କୁ ଚାକିରି ମିଳିବ, କିଏ ଖୁସି ନହେବ କହିଲେ Manas Pradhan Aug 3, 2022 ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯିବ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ, ତେବେ ଏହି ଘୋଷଣାରେ କିଏ ଖୁସି ନହେବ କହିଲେ । ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ…
Breaking News ମହଙ୍ଗା ପଡ଼ିଲା ବଡି ବନାଇବା ନିଶା, ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ Abinash Kumar Dhal Aug 3, 2022 ନୂଆଦିଲ୍ଳୀ: ଜିମରେ ଯାଇ ବଡି ବନାଇବା, ବାଇସେପ୍ସ-ଟ୍ରାଇସେପ୍ସ କରିବା ଆଜିକା ସମୟରେ ପ୍ରାୟ ସବୁ ଯୁବକଙ୍କ ସ୍ୱପ୍ନ । ଏଥିପାଇଁ ସେମାନେ ଜିମ୍ ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି । କିନ୍ତୁ ଅନେକ ସମୟରେ ମସଲ୍ସକୁ…
Featured ଜାଣି ରଖନ୍ତୁ ଟ୍ରାଫିକର ଏହି ନୂଆ ସିଗନାଲ: ନହେଲେ ଫସିପାରନ୍ତି Abinash Kumar Dhal Aug 3, 2022 ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଗୁଡିଏ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଥାଏ । ଏହାରି ଭିତରେ ନିକଟରେ ଟ୍ୱିଟରରେ ଏକ ଅଜବ ପ୍ରକାରର ଫଟୋ ସେୟାର କରି ବେଙ୍ଗଲୁରୁ ପୋଲିସକୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର…
Breaking News ସତରେ କ’ଣ ସେକ୍ସ ମାଧ୍ୟମରେ Monkeypox ବ୍ୟାପୁଛି, ଏନେଇ କ’ଣ କହୁଛି ରିସର୍ଚ୍ଚ Manas Pradhan Aug 3, 2022 ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଙ୍କିପକ୍ସକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସତରେ କ’ଣ ମଙ୍କିପକ୍ସ ସେକ୍ସ ଦ୍ୱାରା ବ୍ୟାପେ । ଏନେଇ…