ଆରମ୍ଭ ହେଲା ଚେସ୍ ଅଲିମ୍ପିୟାଡ୍, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାଗ ନେଲାନି ପାକିସ୍ତାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେସ୍ ଅଲିମ୍ପିୟାଡ୍ ର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଆଜିଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ…