ଶୋଇଥିବା ପୁଅର ସାର୍ଟ ଭିତରେ ପଶିଗଲା ଭୟାନକ ସାପ: ତା’ପରେ ମାଆ କଲେ ଏମିତି କାମ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନେକ ଭିଡିଓ ସାପ-ନେଉଳ ମଧ୍ୟରେ ଯୁଦ୍ଧକୁ ନେଇ ରହିଥାଏ ତ କିଛି ଭିଡିଓ ସାପର ଆଟାକ ଉପରେ ହୋଇଥାଏ । ତେବେ ସାପକୁ…