ଆଜି ଶ୍ରମନ୍ଦିରରେ ଚିତାଲାଗି ଅମାବାସ୍ୟା, ଦାରୁଦିଅଁଙ୍କୁ ରତ୍ନଚିତା ଲାଗି କରିବେ ଦଇତାପତି ସେବକ
ପୁରୀ: ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ । ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ ।…