ପେଟ ଯନ୍ତ୍ରଣା ହେତୁ ଶୌଚାଳୟକୁ ଗଲେ ଏୟାରହୋଷ୍ଟେସ, ହଠାତ୍ ଜନ୍ମ ଦେଲେ ଏକ ସନ୍ତାନ
ଜଣେ ଏୟାର୍ ହୋଷ୍ଟେସ୍ ଶୌଚାଳୟରେ ଏକ ପିଲାକୁ ଜନ୍ମ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମହିଳା ଜଣକ ନିଜେ ବି ଜାଣିନଥିଲେ ଯେ ସେ ଗର୍ଭବତୀ ଅଛନ୍ତି ବୋଲି। ଅଚାନକ ଶୌଚାଳୟରେ ପିଲାକୁ ଜନ୍ମ ଦେବା ପରେ ସେ…