ରାୟଗଡ଼ାରେ ବସ୍ ଓଲଟି ମହିଳା ମୃତ, ୩୦ ଆହତ

ରାୟଗଡ଼(ଓଡ଼ିଶା ଭାସ୍କର): ବସ୍ ଓଲଟିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ୩୦ ଜଣ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍…

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ମାମଲାରେ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା…

ରାଶିଫଳ(ବୁଧବାର,୦୬ ଜୁଲାଇ,୨୦୨୨)

ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରେ । ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ  । ମହିଳା…

ସ୍ୱଚ୍ଛତା ପାଇଁ ରାସ୍ତାକଡ଼ ଓ ସର୍ବସାଧାରଣ ସ୍ଥାନରୁ ହଟିବ ଜବରଦଖଲ, ପ୍ଲାନିଂ କରୁଛି BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ଏବଂ ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ…

ଆଧାର କାର୍ଡର ବି ରହିଥାଏ ଏକ୍ସପାୟର ଡେଟ୍, ଏମିତି କରିପାରିବେ ଚେକ୍

ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ ଆମର ପରିଚୟ ପ୍ରତ ସହ ଏକ ବଡ଼ ଡକ୍ୟୁମେଣ୍ଟ । ବ୍ୟାଙ୍କରେ ଖାତା ଖୋଲିବା ଠାରୁ କୌଣସି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ ସବୁଠାରେ ଏହାର ଆବଶ୍ୟକ ପଡ଼ିଥାଏ । ୟୁଆଇଡିଏଆଇ ତରଫରୁ…

ଶିଶୁର ଓଜନ ୫ କେଜି, ଲମ୍ବ ୨ ଫୁଟ: ନବଜାତକକୁ ଦେଖି ଡାକ୍ତରଙ୍କ ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆମ ସମାଜରେ ବିରଳ ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ତେବେ ନିକଟରେ ଜଣେ ମହିଳା ଏକ ଅଜବ ଧରଣର ଶିଶୁକୁ ଜନ୍ମ ଦେଇଛନ୍ତି । ଉକ୍ତ ଶିଶୁକୁ ଦେଖିବା ପରେ ଡାକ୍ତରମାନେ ହତବାକ ହୋଇଯାଇଛନ୍ତି…

ଏଇଟା କ’ଣ ଗୋଟିଏ ମଣିଷ ଛୁଆ: ଜନ୍ମ ନେଲା ୪ଟି ହାତ ଆଉ ୪ଟି ଗୋଡ଼ ଥିବା ଏକ ବିରଳ ଶିଶୁ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ଦୁଇଟି ହାତ ଓ ଦୁଇଟି ଗୋଡ଼ ଥାଏ । ଅନେକ ସମୟରେ ଦୁଇରୁ ଅଧିକ ହାତ ଓ ଗୋଡ଼ ଥିବା ବିରଳ ଶିଶୁମାନେ ଜନ୍ମ ନେଇଥାନ୍ତି । ତେବେ ନିକଟରେ ଉତ୍ତରପ୍ରଦେଶର ହରଦୋଈରେ ଏକ ବିରଳ ଶିଶୁ ଜନ୍ମ ନେଇଛି ।…

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡି ମାରୁଛି ପାଣି, ଟ୍ରେନ୍ ସେବା ଠପ୍

ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ମଙ୍ଗଳବାର ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ଫଳରେ ଟ୍ରେନ୍ ସହ ଗାଡ଼ି ମୋଟର ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଚାରି ଦିନ…

ଦମ୍ପତିଙ୍କ Kiss ହଙ୍ଗାମା ସରିନି, ଅଯୋଧ୍ୟାର ପବିତ୍ର ଘାଟରେ ବାଇକ୍ ଷ୍ଟଟ୍ ଦେଲେ ଯୁବକ, ଦେଖନ୍ତୁ Video

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଅଯୋଧ୍ୟାର ପବିତ୍ର ଘାଟରେ ଏକ ଦମ୍ପତି କିସ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାକୁ କିଛିଦିନ ନ ପୂରୁଣୁ ଅଯୋଧ୍ୟାର ପବିତ୍ର ଘାଟ ‘ରାମ କୀ ପୈଡ଼ୀ’ରେ ବାଇକ୍ ଷ୍ଟଣ୍ଟ…