ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ନାହିଁ ବିଧିବଦ୍ଧ ଆଇନ୍, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ଅଧିବେଶନରେ ବିଧାୟକ ନାଉରୀ ନାୟକଙ୍କ ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲକୁ ସରକାରୀ କାର୍ଯ୍ୟକ୍ରମରେ ଅନୁମତି ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ…

ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ଗର୍ଭବତୀଙ୍କୁ ଚୌକିରେ ବସାଇ ହସ୍ପିଟାଲ ନେଲେ ଗ୍ରାମବାସୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ହେଁ ଏହା ମଧ୍ୟରେ ଅନେକ ଗାଁରେ ଏବେ ବି ଯୋଗାଯୋଗ ଓ ବିଜୁଳି ସୁବିଧା ନାହିଁ । ଫଳରେ ବିଭିନ୍ନ ସମୟରେ ଜନସାଧାରଣ କେବଳ ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି । ତେବେ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆରମ୍ଭ ହେଲା ନାମାଙ୍କନ

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସରିବା ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ୬ ଅଗଷ୍ଟରେ ହେବ ଉପରାଷ୍ଟ୍ରପତି ନିର୍ବାଚନ ।…

ଗୁଜରାଟରେ AAP କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ମାଗଣା ବିଜୁଳି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆଟାକ୍ କରିଛନ୍ତି । ବିଜେପି ଆମ୍ ଆଦମୀ ପାର୍ଟି (ଆପ) ସହ ନିର୍ବାଚନ ଲଢ଼ିବାକୁ ଡରୁଛି । ତେଣୁ ଭାଜପା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ…

NFSA ରାଙ୍କିଙ୍ଗରେ ଓଡ଼ିଶା ନମ୍ବର-୧, କେନ୍ଦ୍ର ସରକାର କଲେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ପ୍ରଣୟନରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଖାଦ୍ୟ ଓ ପୋଷଣ ସୁରକ୍ଷା ନେଇ ଅନୁଷ୍ଠିତ ରାଷ୍ଟ୍ରୀୟ…

କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଅଭିଯୋଗ, ବିଧାନସଭାରେ ପ୍ରଶ୍ନ ଉଠାଇଲେ ଭାଗିରଥି ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ବିଧାନସଭା ମୌସୁମୀ ଅଧିବେଶନରେ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଗୃହରେ ଶାସକ ଦଳ ବିଧାୟକ ଭାଗିରଥି ସେଠୀ ନିଜ…

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି  ଗୃହରେ କଂଗ୍ରେସ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ବରାବର: ଶେଷ ମ୍ୟାଚକୁ ୭ ୱିକେଟରେ ଜିତିଲା ଘରୋଇ ଦଳ

ବର୍ମିଂହାମ: ଭାରତ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଇଂଲଣ୍ଡ । ପୂର୍ବତନ ଅଧିନାୟକ ଏବଂ ଜନି ବେୟାରଷ୍ଟୋଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚକୁ ଭାରତ ହାତରୁ ଛଡାଇ ନେଇଛି । ଫଳରେ ୫…

୪୦ଟି ସ୍ଥାନରେ ରେଡ୍ କଲା ED: ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜିଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଆକାଉଣ୍ଟରୁ ୫୫୨୧ କୋଟି ଜବତ କରାଯାଇଥିଲା । ବିଦେଶିକ ବିନିମୟ ପରିଚାଳନା ନିୟମ…

ତେଜିଲା ହାତୀ ମୃତ୍ୟୁ ମାମଲା: ଜବାବ ଦେବା ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର: ରାଜ୍ୟରେ ବଢୁତିବା ହାତୀ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ତରଫରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ପୁଣି ଥରେ…