ଅଲଗା ଦଳରୁ ଖେଳିବେ ରିଦ୍ଧିମାନ ସାହା: ଜାଣନ୍ତୁ କେଉଁ ଟିମକୁ ଯିବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ଏବେ ନିଜ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଅନ୍ୟ ଏକ ଦଳରୁ କ୍ରିକେଟ ଖେଳିବେ ସାହା । ଅନ୍ୟ ଦଳକୁ ଯିବା ପାଇଁ ତାଙ୍କୁ ଟିମ…

ନୁପୂର ଶର୍ମା ମନ୍ତବ୍ୟ ବିବାଦ: CJIଙ୍କୁ ଖୋଲା ଚିଠି, ଦସ୍ତଖତ କଲେ ୧୫ ଅବସରପ୍ରାପ୍ତ ବିଚାରପତି, ୭୭ ବ୍ୟୁରୋକ୍ରାଟ, ୨୫ ସେନା ଅଧିକାରୀ

ନୂଆଦିଲ୍ଲୀ: ପ୍ରୋଫେଟ ମହମ୍ମଦଙ୍କୁ ନେଇ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ତେବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣଙ୍କ…

ଇଂଲଣ୍ଡ ବିପକ୍ଷରେ ବଦଳିଯିବେ ଟିମ ଇଣ୍ଡିଆର କୋଚ: ଟି-୨୦ ସିରିଜରେ କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ଏବେ ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ । ଉଭୟ ଦଳ ଏବେ ପଞ୍ଚମ ଟେଷ୍ଟ ଖେଳୁଥିବା ବେଳେ ଏହାପରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ । ଆନ୍ତା ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି-୨୦…

ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏବେବି ପ୍ରଶ୍ନ ଘେରରେ ରହିଛି ।…

ଦୁବାଇ ଯିବା ବେଳେ ପାକିସ୍ତାନରେ ଲାଣ୍ଡ କଲା ସ୍ପାଇସ ଜେଟ ବିମାନ: କ’ଣ ହୋଇପାରେ କାରଣ ?

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା । କିନ୍ତୁ ବାଟରେ ପାକିସ୍ତାନ ଚାଲିଯାଇଛି ଭାରତର ସ୍ପାଇସ ଜେଟ ବିମାନ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଏବଂ ଅନେକ ଚର୍ଚ୍ଚା ଜୋର ଧରିଛି । ଦୁବାଇ ଯାଉଥିବା ଭାରତୀୟ…

ଗାର୍ଲଫ୍ରେଣ୍ଡ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଆସିଲା ହୃଦ୍‌ଘାତ, ଉଡିଗଲା ପ୍ରାଣବାୟୁ

ନାଗପୁର: ନିରଳାରେ ବାନ୍ଧବିଙ୍କ ସହିତ କିଛି ମିଠା ମୁହୁର୍ତ୍ତ ଅତିବାହିତ କରିବାକୁ ପହଞ୍ଚିଥିଲେ ଏକ ହୋଟେଲରେ। ହୋଟେଲର ଏକ ରୁମ୍ ଭିତରେ ଏକାନ୍ତରେ ପ୍ରେମିକ ଆଉ ପ୍ରେମିକା ପାଖାପାଖି ହୋଇଥିଲେ। ତେବେ ଏହି ରୋମାଞ୍ଚକର…

ସଇତାନକୁ କାଢିବା ପାଇଁ ମା’ ସାଜିଲା ସଇତାନ: ନବଜାତ ଶିଶୁର ପେଟ କାଟି….

ନୂଆଦିଲ୍ଲୀ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସକୁ ନେଇ ଅନେକ ଧାରଣା ବଞ୍ଚି ରହିଛି । କେବେ ଭୂତପ୍ରେତ ଆତ୍ମାକୁ ନେଇ ତ ଆଉ କେତେବେଳେ ଡାହାଣୀ ସଇତାନକୁ ନେଇ କିଛି ମନଗଢା କାହାଣୀ ଲୋକଙ୍କ…

New Labor Code: ୨୩ ରାଜ୍ୟ ରାଜି, ବାକିଙ୍କ ଅପେକ୍ଷା, ସପ୍ତାହରେ ଚାରି ଦିନ କାମ- ତିନି ଦିନ ଆରାମ !

ନୂଆଦିଲ୍ଲୀ: ସରକାର ଜୁଲାଇ ମାସରେ ସମଗ୍ର ଦେଶରେ ନୂତନ ଶ୍ରମ ଆଇନ ବା ନୂତନ ଲେବର କୋଡ୍ ଲାଗୁ କରିବାକୁ ଯୋଜନା କରିଥିଲେ। ହେଲେ କିଛି ରାଜ୍ୟ ସରକାରଙ୍କ କାରଣରୁ ଏହି ମାମଲା ଅଧାରେ ଅଟକି ଯାଇଛି। ୨୩ ରାଜ୍ୟ ନୂତନ…

ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ…

ଏବେ ଚାଲିବ ରୋହିତ ଶର୍ମାଙ୍କ ଦିମାଗ, ପଞ୍ଚମ ଦିନ ଟିମ୍ ଇଣ୍ଡିଆ ସହିତ ରହିବେ ପ୍ରକୃତ ଅଧିନାୟକ

ଏଜବାଷ୍ଟନ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ଉପରେ ପରାଜୟର କଳାବାଦଲ ଛାଇ ଯାଇଛି। ଦ୍ଵିତୀୟ ଇନିଂସରେ ମାତ୍ର ୨୪୫ ରନରେ ଅଲଆଉଟ୍ ହେବା ଏବଂ ଇଂଲଣ୍ଡର ବ୍ୟାଟସମ୍ୟାନଙ୍କ ଉପରେ ଅଙ୍କୁଶ ନଲଗାଇବା କାରଣୁ…