CHARIDHAM

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ୍, ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ହେବ ରିଲିଜ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଆସିବ ଏକ ବାୟୋପିକ୍ । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ତାହା ରିଲିଜ୍ ହେବ । ଫିଲ୍ମକୁ…

ଓଲଟିଲା ବସ୍, ୨୨ କଲେଜ ଛାତ୍ର ଆହତ

ଗ୍ୟାଙ୍ଗଟୋକ୍:  ସିକ୍କିମର ଗ୍ୟାଙ୍ଗଟୋକ୍ ନିକଟସ୍ଥ ରାଣୀପୁଲଠାରେ କଲେଜ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ରେ ୨୨ ଜଣ କଲେଜ ଛାତ୍ରଛାତ୍ରୀ ରହିଥିଲେ । ତେବେ ସୌଭାଗ୍ୟବସତଃ କେହି…

Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି…

ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା, ଅଶୋଧିତ ତୈଳ ଦର ବୃଦ୍ଧି ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି । ଆଜି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି । ଡଲାର ମୁକାବିଲାରେ ଟଙ୍କା ୭୮.୭୦ ରେକର୍ଡ ସ୍ତରରେ ପହଞ୍ଚିଛି । ଗତ…

ଟି-୨୦ ବିଶ୍ୱକପ ଦଳରୁ ବାଦ ପଡିଲେ କୋହଲି! ଜାଣନ୍ତୁ କିଏ ଚୟନ କଲେ ଏମିତି ଟିମ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୨ । ତେବେ ଏହି ବିଶ୍ୱକପକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ସମସ୍ତ ଦଳ ନିଜର ବେଷ୍ଟ ପ୍ଲେଇଙ୍ଗ-୧୧ ଖୋଜିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଟିମ…

ସ୍ତନ କର୍କଟ ପାଇଁ ଖୁବଶୀଘ୍ର ଆସିବ ଔଷଧ, ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

ଭୁବନେଶ୍ୱର: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ବନ୍ଧରେ ମିଳିଛି ଏକ ବଡ଼ ସଫଳତା । ଓଡ଼ିଶାର ବୈଜ୍ଞାନିକ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡ଼ଃ. ସନ୍ଦୀପ…

(Video) ନବୀନଙ୍କ ଫ୍ୟାନଙ୍କୁ ବାଇକ୍ ଗିଫ୍ଟ କଲେ BJD ସାଂଗଠନିକ ସମ୍ପାଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ…

ଟେଷ୍ଟ କ୍ରିକେଟରେ ୧୦୦ ମ୍ୟାଚ୍ ହାରିବାରେ ନବମ ଟିମ୍ ହେଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଅନ୍ତିମ ମୁକାବିଲା ସେଣ୍ଟ ଲୁସିଆରେ ଖେଳାଯାଇଛି। ଏହି ମ୍ୟାଚରେ ଭ୍ରମଣକାରୀ ବାଂଲାଦେଶ ଘରୋଇ ଦଳଠୁ ୧୦…

କେଶ ଝଡିବା ସହ ବଢୁଛି କି ଓଜନ? ହୋଇପାରେ ଏହି ରୋଗର ଲକ୍ଷଣ

ଓଡିଶା ଭାସ୍କର: ଅନେକ ଲୋକଙ୍କର ଅଚାନକ କେଶ ଝଡିବା ଆରମ୍ଭ ହୋଇଯାଏ । ଏହା ସହିତ ଅନ୍ୟ କେତେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ଓଜନ ବଢିବା କିମ୍ବା ଦୁର୍ବଳ ଅନୁଭବ କରିବା ଇତ୍ୟାଦି । ଯଦି ଏଭଳି କିଛି ଲକ୍ଷଣ ଆପଣଙ୍କ…

ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ, ଜାରି ହେଲା ଟି-୨୦ ଏବଂ ଦିନିକିଆ ସିରିଜର କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୨୦୨୨ରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ରହିଛି। ଭାରତୀୟ ଦଳ ମଙ୍ଗଳବାର ଆୟରଲାଣ୍ଡ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବ। ପୁଣି ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍…