ଡେଟିଂ ଆପରେ ଝିଅ ସାଜି ଯୁବକକୁ ଫସାଇଲେ କିନ୍ନର: ଫ୍ଲାଟକୁ ଡାକି ଅଶ୍ଲୀଳ ଭିଡିଓ କରିବା ପରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କିନ୍ନରଙ୍କ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି । ସେଠାରେ ଜଣେ କିନ୍ନର ଡେଟିଂ ଆପ୍ ମାଧ୍ୟମରେ ଯୁବକଙ୍କ ସହ ବନ୍ଧୁତା କରିଥିଲା ଓ ପରେ ଅଶ୍ଲୀଳ ଭିଡ଼ିଓ କରି ବ୍ଲାକମେଲ କରିବା ଆରମ୍ଭ…

ପରୀକ୍ଷା ଦେଇ ଫେରୁଥିବା ବେଳେ ୩ ଭାଇଙ୍କ ଉପରେ ଚଢ଼ିଗଲା ଟ୍ରକ୍, ସମସ୍ତେ ମୃତ

ଭୋପାଳ: ମଣିଷର ଜୀବନ ଦୀପ କେଉଁ ମୁହୂର୍ତ୍ତରେ ଯେ ଲିଭିଯିବ ତାହା କେହି କହିପାରିବେ ନାହିଁ । ତେଣୁ କେତେବେଳେ ଓ କେଉଁ ମୁହୂତତର୍୍ରେ ପିଣ୍ଡରୁ ପ୍ରାଣ ଚାଲିଯିବ ତାହାର ପୂର୍ବାନୁମାନ କରିବା ଅସମ୍ଭବ । ଏହି କ୍ରମରେ…

(Video)ପ୍ରାଣୀ ଉଦ୍ୟାନରେ ପଶୁଙ୍କୁ ଖାଇବା ଦେବା ପଡ଼ିଲା ମହଙ୍ଗା, ଦେଖୁ ଦେଖୁ ବାଳକକୁ ମୁହଁରେ ଉଠାଇନେଲା ଜିରାଫ

ନୂଆଦିଲ୍ଲୀ: ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଏକ ପ୍ରଶଂସାଯୋଗ୍ୟ କାମ ହୋଇଥାଏ । କିନ୍ତୁ ଖାଦ୍ୟ ଖୁଆଇବା ସମୟରେ ସଚେତନତା ଅବଲମ୍ବନ କରିବା ଦରକାର । ନଚେତ୍ ଏହା ଆପଣଙ୍କ ଜୀବନ ଉପରେ ସଙ୍କଟ ଆଣିପାରେ ।…

ଜଳେଶ୍ୱରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ

କମର୍ଦ୍ଦା(ଓଡ଼ିଶା ଭାସ୍କର): ରାଜ୍ୟରେ ଲୁଟପାଟ୍, ବ୍ରାଉନ ସୁଗାର ଜବତ ଆଜି ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଳେଶ୍ୱର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି…

ରାଶିଫଳ(ରବିବାର,୦୬ ମାର୍ଚ୍ଚ,୨୦୨୨)

ମେଷ - ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ଉନ୍ନତି ସହ ଶାନ୍ତି…

ଋଷ ବିରୋଧରେ ସାଙ୍କସନ୍ ଯୁଦ୍ଧ ସହିତ ସମାନ: ସମଗ୍ର ବିଶ୍ୱକୁ ଚେତାବନୀ ଦେଲେ ପୁତିନ

ନୂଆଦିଲ୍ଲୀ: ଋଷ ବିରୋଧରେ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଋଷ ବିରୋଧରେ ସାଙ୍କସନ ଲଗାଇଛନ୍ତି । ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ୨୧ଟି…

ୟୁକ୍ରେନ ଯୁଦ୍ଧ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ, କହିଲେ କଟକଣା ଲଗାଇବା ଯୁଦ୍ଧ ଘୋଷଣା ସହ ସମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ଋଷ । ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲେ ବି କୌଣସି ନିର୍ଯ୍ୟାସ ବାହରିପାରିନାହିଁ । ସେପଟେ ଋଷର ଆକ୍ରମଣକୁ ଅନେକ…

ଏହି ଦିଗରେ ବାଥରୁମ ରହିଲେ ବଢ଼ିଥାଏ ଋଣ ବୋଝ; କରନ୍ତୁ ଏହି ଉପାୟ ମିଳିବ କରଜରୁ ମୁକ୍ତି

କେହିବି ଋଣ ବୋଝରେ ବୁଡ଼ି ରହିବାକୁ ଚାହେନାହିଁ । କିନ୍ତୁ ଅନେକ ସମୟରେ ଆର୍ଥିକ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ କରଜ କରିବାକୁ ପଡ଼ିଥାଏ । ଅନେକ ସମୟରେ କରଜରୁ ମୁକ୍ତି ମିଳିବା କଷ୍ଟକର ହୋଇପଡ଼େ । ତେବେ କ’ଣ ଆପଣ ଜାଣନ୍ତୁ…

ସକାଳୁ ଉଠି ଉଷୁମ ପାଣି ପିଅନ୍ତୁ: ମିଳିବ ଏହି ସବୁ ଚମତ୍କାରୀ ଫାଇଦା

ନୂଆଦିଲ୍ଲୀ: ପେଟରୁ ହିଁ ଜନ୍ମ ହୋଇଥାଏ ସମସ୍ତ ପ୍ରକାରରର ରୋଗୀ । ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣି ପିଅନ୍ତୁ । ଆଜି ବି ବହୁ ଲୋକ ସକାଳୁ ଉଠି ଗରମ ପାଣି ପିଉଛନ୍ତି, କିନ୍ତୁ…

ମିକୋଲେଭକୁ ପୁନର୍ବାର ଅଧିକାର କଲା ୟୁକ୍ରେନ୍: ଋଷୀୟ ଅସ୍ତ୍ରଶସ୍ତ୍ର ଜବତ,ଏମ ଆଇ-୨୪ ଖସାଇଦେଲା ୟୁକ୍ରେନ[Video]

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲଢେଇ ୧୧ ତମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନକୁ ମିଳିଛି ଆଉ ଏକ ସଫଳତା । ଋଷୀୟ ସୈନିକ ମାନଙ୍କୁ ବିତାଡିତ କରିବା ସହିତ ମିକୋଲେଭକୁ ପୁନର୍ବାର ଅକ୍ତିଆର କରିଛି ୟୁକ୍ରେନ୍ ।…