ଖାରକିଭରେ ବନ୍ଦ ହେଲା ବିଜୁଳି ସପ୍ଲାଏ, ତୈଳ ଡିପୋରେ ଭୀଷଣ ହମଲା; ହୁ ହୁ ହୋଇ ଜଳୁଛି(Video)

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲା ଜାରି ରଖିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ଉପରେ ଅଧିକ ଆକ୍ରମଣ ହେଉଥିବା ଖବର ମିଳିଛି । ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼…

ଶ୍ରୀଲଙ୍କା ବିପକ୍ଷରେ ଗର୍ଜିଥାଏ କୋହଲିଙ୍କ ବ୍ୟାଟ୍, ଟାର୍ଗେଟରେ ଗାଙ୍ଗୁଲି-ସେହ୍ଵାଗଙ୍କ ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହି ସିରିଜରେ ରନ ମେସିନ ବିରାଟ କୋହଲିଙ୍କ ନଜର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ…

କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ : ତୀବ୍ରତା ୩.୫ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି ।…

ଖୁସିଖବର! ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା…

ନିବେଶକଙ୍କୁ ଝଟକା: ଲଞ୍ଚ ହେବନି LICର ଆଇପିଓ , ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଇତିହାସରେ ଲଞ୍ଚ ହେବାକୁ ଥିବା ସବୁଠାରୁ ବଡ ଆଇପିଓ ବର୍ତ୍ତମାନ ଲଞ୍ଚ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏଲଆଇସିର ଆଇପିଓ ଲଞ୍ଚ ହୋଇଥିଲେ ଏହା ଭାରତୀୟ ଷ୍ଟକ ବଜାରରେ ଇତିହାସ…

ରୁଷ ସହ ଏସ-୪୦୦ ମିସାଇଲ୍ ଡିଲକୁ ନେଇ ଭାରତ ଉପରେ କଟକଣା ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷ ସହ ଏସ-୪୦୦ ମିସାଇଲ ଡିଲ୍ କାରଣରୁ ଆମେରିକା ଭାରତ ଉପରେ କଟକଣା ଲଗାଇପାରେ। ଆମେରିକା କୂଟନୈତିଜ୍ଞ ଡୋନାଲ୍ଡ ଲୁ କହିଛନ୍ତି, ଏସ-୪୦୦ ମିସାଇଲ୍ କ୍ରୟ ନେଇ ରୁଷ ଭାରତର ରାଜିନାମା ଉପରେ ପୁନଃ ସମୀକ୍ଷା…

ଖାରକିଭ୍ ରେ ରୁଷ ବର୍ଷାଇଲା ଶହ ଶହ ବୋମା, ଶିଶୁ ସମେତ ୮ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି ।…

ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାଇ ନିଲମ୍ବିତ, BJDରୁ ବାହାର କଲେ ନବୀନ

ସୁନ୍ଦରଗଡ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ । ଖବର…

ସରକାର ନିଜ କାମ କରୁଛନ୍ତି, ଯୁଦ୍ଧ ରୋକିବାକୁ ଆମେ ପୁଟିନଙ୍କୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଗୁରୁବାର ହେଉଛି ଅଷ୍ଟମ ଦିନ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଚାଲିଛି ଅପରେସନ ଗଙ୍ଗା। ୟୁକ୍ରେନରେ ଫସିଥିବା ଭାରତୀୟ…

୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର ।…