ପାହାଡ଼ ଉପରେ ମୃତ୍ୟୁ ସହ ସାମ୍ନା, ବରଫ ଝଡ଼ରେ ଫସିଲେ ପର୍ବତାରୋହୀ; ଦେଖନ୍ତୁ ଭିଡିଓ

ବରଫ ଝଡ଼ ମଧ୍ୟରେ ଫସିରହିଲେ ଯୁବକ । ବଞ୍ଚିବାର ଏକମାତ୍ର ସାହାରା ଥିଲା ଚଢ଼ିବା ବ୍ୟବହାର ହେଉଥିବା ହୁକ୍ । ଆଉ ଅନେକ ପ୍ରୟସେ କରି ଶେଷରେ ବଞ୍ଚିବାରେ ହୋଇଥିଲେ ସକ୍ଷମ । ଏହି ଘଟଣାଟି ହେଉଛି ଆମେରିକାର କୋଲୋରାଡୋର ।…

ରାସ୍ତା କଡ ବିକ୍ରେତାଙ୍କୁ ମୋଦୀ ସରକାର ଦେବେ ୧୦ ହଜାର ଟଙ୍କା: ମାର୍ଚ୍ଚ ମାସ ପୂର୍ବରୁ କରି ନିଅନ୍ତୁ ଏହି କାମ

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଅନେକ ଜନ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ…

ରାଇଘର ବ୍ଲକ 80,65% ମତଦାନ: ଷ୍ଟ୍ରଙ୍ଗ ରୁମ ଆଗରେ ତମ୍ବୁ ଟାଣି ଜଗିଛନ୍ତି ଦଳୀୟ ପ୍ରାର୍ଥି

ରାଇଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ଥିବା ଆଇଟିଆଇ ଷ୍ଟଙ୍ଗ ରୁମ୍ ଆଗରେ ତମ୍ବୁ ଟାଣି ଜଗିବା ଦେଖିବାକୁ ମିଳିଛି ସବୁ ଦଳୀୟପାର୍ଥୀଙ୍କୁ । ଗତକାଲି ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଥିବା ବେଳେ…

(Video) ଏମିତି ବି ଅଛି ସଫା କରିବାର ନିଶା! ଝରକା ସଫା କରିବାକୁ ମହିଳା ଅଜବ ଉପାୟ, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଘଟଣା ଭାଇରାଲ ହୋଇଥାଏ । କିଛି ଭିଡିଓ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଆଶ୍ଚର୍ଯ୍ୟକର ହୋଇଥାଏ । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ…

ବାପାଙ୍କ ଗାଳି ଶୁଣି ବିଷ ପିଇଲା ଝିଅ, କାରଣ ଜାଣିବା ପରେ ପୋଲିସ କଲା ଖୁଲାସା

ଉଦୟପୁର: ରାଜସ୍ଥାନର ଉଦୟପୁରରୁ ଏକ ଆଶ୍ଚର୍ଯ୍ୟଜନ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବାପାଙ୍କ ଗାଳି ଶୁଣି ଜଣେ ଝିଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ମୁତାବକ, ଜଣେ ପିତା ନିଜ ଝିଅକୁ ସ୍କୁଲର ସମସ୍ତ…

EPFକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ବିଳମ୍ବ ହେଲେ ସମସ୍ତ ଅର୍ଥ ଦେବ କମ୍ପାନୀ, ଲାଭ ପାଇବେ ୬ କୋଟି ଲୋକ

ନୂଆଦିଲ୍ଲୀ: ଇପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ଏଣିକି ଆକାଉଣ୍ଟରେ ଅର୍ଥ ଜମାରେ ବିଳମ୍ବ ହେଲେ କମ୍ପାନୀ ଏହାର କ୍ଷତିପୂରଣ ପ୍ରଦାନ କରିବ । ଯଦି କୌଣସି କମ୍ପାନୀ ପକ୍ଷରୁ ଆକାଉଣ୍ଟଧାରକଙ୍କ ଖାତାରେ ଅର୍ଥ…

ଯୁଦ୍ଧର ଭୟଙ୍କର ପରିସ୍ଥିତିରେ ୟୁକ୍ରେନ: ଏବେ ବି ରାଷ୍ଟ୍ରପତିଙ୍କ ପାଖରେ ରହିଛି ୩ଟି ରାସ୍ତା, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ଦୁଇ ଦିନରୁ ଜାରି ରହିଛି ୟୁକ୍ରେନ-ରୁଷ ମହାଯୁଦ୍ଧ । ୟୁକ୍ରେନର ରାଜଧାନୀ ସମେତ ତିନି ପଟରୁ ଦେଶକୁ ଘେରି ରହିଛି ରୁଷ ସେନା । ଫଳରେ ୟୁକ୍ରେନ ନିଜକୁ ଏକା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ତେବେ ଏଥି…

ରୁଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଆକାଶରୁ ଖସୁଛି ବୋମା, ଆଶ୍ରୟସ୍ଥଳୀରେ ଜନ୍ମ ନେଉଛନ୍ତି ନବଜାତ

ନୂଆଦିଲ୍ଲୀ: ରୁଷ ସେନା ମିସାଇଲ ସହ ସହରଗୁଡ଼ିକୁ ଟାର୍ଗେଟ କରି ୟୁକ୍ରେନ ଭିତରକୁ ପ୍ରବେଶ କରିବାରେ ଲାଗିଛି । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ ୟୁକ୍ରେନ ବାସୀ ସୁରକ୍ଷିତ…

ଦେଶରେ ଯୁଦ୍ଧ ରୋକିବାକୁ ଅପିଲ କଲେ ଫୁଟବଲର: ମଇଦାନରେ ହାତ ଯୋଡି କହିଲେ ୟୁକ୍ରେନ ଖେଳାଳି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏହି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ସାରା ବିଶ୍ୱ । ଯାହାର ପ୍ରଭାବ ଏବେ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଖେଳ ମଇଦାନରେ ଏହି ଯୁଦ୍ଧ…

ୟୁକ୍ରେନ ପାଇଁ ବଡ ବିପଦ: ଯୁଦ୍ଧରେ ଋଷ ଛାଡିଲା ଭୟଙ୍କର ସ୍ପେଶାଲ କମାଣ୍ଡୋ ଫୋର୍ସ “ସ୍ପେଶନାଜ’

ନୂଆଦିଲ୍ଲୀ: ତିନି ପଟରୁ ୟୁକ୍ରେନକୁ ଘେରି ନେଇଛି ଋଷ ସେନା । ସେନା କ୍ୟାମ୍ପ ଏବଂ ଏୟାରବେସ ସହିତ ବିଭିନ୍ନ ବଡ ବଡ କୋଠାକୁ ନିଜ ଅକ୍ତିଆରକୁ ନେଇଛି ଋଷ । ତେବେ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରୁ ମାତ୍ର କିଛି ଦୂରେ ଋଷ…