କାହିଁକି ବିରାଟ ଛାଡିଲେ RCBର ନେତୃତ୍ୱ: ସାମାନାକୁ ଆସି ନିଜେ ରଖିଲେ ଅଧିନାୟକ ପଦ ଛାଡିବାର କାରଣ

ନୂଆଦିଲ୍ଲୀ: ମିଳିଲା IPLର ଏକ ବିରାଟ ପ୍ରଶ୍ନର ଉତ୍ତର । କାହିଁକି କୋହଲି ଛାଡିଲେ RCBର ଅଧିନାୟକ ପଦ । ସବୁ କ୍ରିକେଟପ୍ରେମୀଙ୍କ ମନରେ ଥିବା ଏହି ପ୍ରଶ୍ନର ଉତ୍ତର ଏବେ ନିଜେ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । “ଦ…

ଭୋଗିବାକୁ ପଡିବ ଯୁଦ୍ଧର ପରିଣାମ: ପ୍ରେସମିଟ ଜରିଆରେ ଋଷକୁ କଡା ଚେତାବନୀ ଦେଲା “ନାଟୋ”

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଭୟଙ୍କର ନିଷ୍ପତ୍ତି ସହ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ତେଣୁ ଏହି ଯୁଦ୍ଧର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛି ‘ନାଟୋ’ ।…

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ: ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା…

ଋଷ-ୟୁକ୍ରେନ ଯୁଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଲେ ବୈଠକ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ ଡକାଇଛନ୍ତି । ଏହି ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଓ କ୍ୟାବିନେଟ ସଚିବ । ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ…

ଭୟଙ୍କର ହେଉଛି ଯୁଦ୍ଧ ପରିସ୍ଥିତି, ୟୁକ୍ରେନରେ ୪୦ ସୈନ୍ୟ ୧୦ ନାଗରିକଙ୍କ ମୃତ୍ୟୁ; ସେପଟେ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଅନ୍ତର୍ଜାତୀୟ ଣମାଧ୍ୟମର ରିପୋର୍ଟ ଅନୁଯାୟୀ ଋଷ ଆକ୍ରମଣରେ ଏପର୍ଯ୍ୟନ୍ତ ୟୁକ୍ରେନର ୫୦ ଜଣକଙ୍କ ମୃତ୍ୟୁ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ଯବାନ…

ସବୁଆଡେ ଯୁଦ୍ଧର ପ୍ରଭାବ: ୟୁକ୍ରେନ ଆକାଶରେ ଦିଶୁନି ଗୋଟିଏ ବି ଫ୍ଲାଇଟ, କ୍ଷଣିକରେ ବଦଳିଗଲା ଦେଶର ଏୟାରଟ୍ରାଫିକ

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଏଥିପାଇଁ ସମସ୍ତ ସିଭିଲିୟାନ ଏୟାରକ୍ରାଫ୍ଟସଗୁଡିକୁ ବନ୍ଦ କରିଛି ୟୁକ୍ରେନ । ପାଇଲଟ ଏବଂ ଅପରେଟର ମାନଙ୍କୁ ଏ ନେଇ ଏକ ଫର୍ମାଲ ନୋଟିସ ଦିଆଯାଇଛି ।…

ମହାନଗର ନିର୍ବାଚନ ପାଇଁ ବିଏମସି ପକ୍ଷରୁ ପ୍ରକାଶ ପାଇଲା ଭୋଟର ତାଲିକା: ସବୁ ୱାର୍ଡ ଅଫିସରେ ଉପଲବ୍ଧ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପଦବୀ ପାଇଁ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ସହ ୩ଟି ମହାନଗରରେ ହେବ ନିର୍ବାଚନ ।…

ବିରିୟାନି ପାଇଁ ଜୀବନ ହାରିଲା ନାବାଳକ ପୁଅ

ବାଲେଶ୍ୱର: ବରିୟାନି ପାଇଁ ଜୀବନ ହାରିଲା ୧୩ ବର୍ଷର ଶିଶୁ । ନୀଳଗିରି ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା ପୁଅ । ବଜାରରୁ ବିରିୟାନି ଆଣିବାକୁ…

ନୌସେନାରେ ଭର୍ତ୍ତି ପାଇଁ ସୁଯୋଗ: ବିନା ପରୀକ୍ଷାରେ ଇଣ୍ଡିଆନ ନେଭିିରେ ଯୋଗ ଦେବାର ସ୍ୱପ୍ନ ହେବ ପୂରା

ନୂଆଦିଲ୍ଲୀ: ଭାରତୀୟ ନୌସେନା ବିଭାଗରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ପଦ ପଦବୀ ପାଇଁ ବିଜ୍ଞପ୍ତିି ପ୍ରକାଶ କରିଛି ଭାରତୀୟ ନୌସେନା ବିଭାଗ । ଜେନେରାଲ ସର୍ଭିସ, ନାଭାଲ ଇନ୍ସପେକ୍ଟର…

ଋଷର ଡାକରାକୁ ଗ୍ରହଣ କଲା ୟୁକ୍ରେନ: ଆତ୍ମସମର୍ପଣ ନ କରିବାକୁ ଚେତାବନୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ବିପକ୍ଷରେ ଯୁଦ୍ଧ ଭିତରେ ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ସଂକଟ ଚାଲୁ ରହିଥିବା ବେଳେ ଏକ ବଡ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ନିଜ ସ୍ୱାଭିମାନ ଏବଂ ଜିଦରେ ସେ ଅଟଳ…