୧୫ ରୁ ଆରମ୍ଭ ହେବ ବାର୍ଷିକ ନାଟକ ପରିକ୍ରମା 2022: ୩ ଦିନ ଧରି ହେବ ନାଟକ ପରିବେଷଣ
ଭୁବନେଶ୍ୱରର ସର୍ବପୁରାତନ ନାଟ୍ୟ ସଂସ୍ଥା ଉତ୍ତରପୁରୁଷ ଦ୍ୱାରା ଉକ୍ରଳ କରାଟେ ସ୍କୁଲ ପରିସରରେ ମଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଜାନୁଆରୀ ୧୫ ରୁ ଆରମ୍ଭ ହେବାକୁ ଥିବା ସଂସ୍ଥାର ବାର୍ଷିକ ନାଟକ…
