ଏବିଜିର ୨୨,୮୪୨ କୋଟି ଟଙ୍କାର ବଡ ଘୋଟାଲା, କଂଗ୍ରେସ ଆକ୍ଷେପ- ବ୍ୟାଙ୍କ ଲୁଟ ଏବଂ ଫେରାର ହୁଅ ସରକାରଙ୍କ ନୀତି

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଭାରତର ସବୁଠୁ ବଡ ବ୍ୟାଙ୍କ ଘୋଟାଲା। ଏବିଜି ଗ୍ରୁପ ୨୪ରୁ ଅଧିକ ବ୍ୟାଙ୍କରେ ୨୨,୮୪୨ କୋଟି ଟଙ୍କାର ଚୂନା ଲଗାଇଛି। ଏବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳକୁ…

Jioର ସବୁଠୁ ବେଷ୍ଟ୍ ପ୍ଲାନ୍! ଫ୍ରୀରେ ପାଆନ୍ତୁ Netflix, ଆମାଜନ୍ ପ୍ରାଇମ୍ ଆକ୍ସେସ୍; ୧୦୦ଜିବି ଡାଟା ସହ ମିଳୁଛି ଅନେକ ସେବା

ନୂଆଦିଲ୍ଲୀ: ଦେଶର ନମ୍ବର ୧ ପ୍ରାଇଭେଟ୍ ଟେଲିକମ୍ ନିର୍ମାତା କମ୍ପାନୀ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ୟୁଜର୍ ଫ୍ରେଣ୍ଡଲୀ ପ୍ଲାନ୍ସ ଆଣିଥାଏ । ଏହି କମ୍ପାନୀ କମ୍ ଦାମ୍ ରେ ଓ ଅନେକ ସୁବିଧା ସହିତ ପ୍ଲାନ୍ସ…

ବିଧାନ ପରିଷଦ ଗଠନ ପ୍ରସଙ୍ଗ: ପ୍ରକୃତରେ କିଏ କହୁଛି ଠିକ୍, କେନ୍ଦ୍ର ନା ରାଜ୍ୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆରମ୍ଭ ହୋଇଯାଇଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନ ପରିଷଦ ଗଠନ ନେଇ କୌଣସି ପ୍ରସ୍ତାବ ଆସିନଥିବା ବେଳେ କେନ୍ଦ୍ର…

Happy Kiss Day: ଶରୀରରେ ଏହି ୭ ଅଙ୍ଗରେ କିସ୍ ଦେଇଥାଏ ଅଲଗା ମେସେଜ୍, ଜାଣନ୍ତୁ ଏହାର ଅର୍ଥ

ଭାଲେଣ୍ଟାଇନ୍ ସପ୍ତାହରେ କିସ୍ ଡେ’ ସବୁଠାରୁ ରୋମାଣ୍ଟିକ୍ ଓ ଖାସ୍ ଦିନ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ସମ୍ପର୍କର ଗଭୀରତାକୁ ପ୍ରକାଶ କରନ୍ତି । ଏହା କିଛି ଖାସ୍ ମଣିଷଙ୍କ ପ୍ରତି ସ୍ନେହ, ବିଶ୍ୱାସ…

IPL, Mega Auction: ମଲାନ, ଫିଞ୍ଚ, ମୋର୍ଗାନଙ୍କ ହାତ ଖାଲି, ଦ୍ଵିତୀୟ ଦିନରେ ବିକ୍ରି ହେଲେନି ଏହି ସବୁ ଖେଳାଳି

ବେଙ୍ଗାଲୁରୁ : ଆଇପିଏଲ ୨୦୨୨ ପାଇଁ ବେଙ୍ଗାଲୁରୁରେ ଜାରି ଖେଳାଳିଙ୍କ ମେଗା ନିଲାମର ଆଜି ହେଉଛି ଦ୍ଵିତୀୟ ଦିନ। ପ୍ରଥମ ଦିନରେ ୯୭ ଖେଳାଳିଙ୍କ ନିଲାମ ଡକରା ହୋଇଥିବା ବେଳେ ସେଥିରୁ ୭୪ ଖେଳାଳି ବିକ୍ରି ହୋଇଛନ୍ତି। ୨୩…

NEET: ନିଜ ନିଷ୍ପତ୍ତିରେ ଅଟଳ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ, ଜୋର କଲେ ସମ୍ବିଧାନ ସଂଶୋଧନ ଦାବି

ବେଙ୍ଗାଲୁର: ରାଷ୍ଟ୍ରୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍)କୁ ସମାପ୍ତ କରିବା ପାଇଁ ନିଜ ଜିଦରେ ଅଟଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପରୀକ୍ଷାରେ କୋହଳ ସହ ସମ୍ବିଧାନ ସଂଶୋଧନ ଦାବି…

ୟେଲୋ ଆର୍ମିରେ ଦୁବେ: ଦ୍ୱିତୀୟ ଦିନର ପ୍ରଥମ ଖେଳାଳି ଭାବେ ସିଏସକେରେ ସାମିଲ ହେଲେ ଶିଭମ ଦୁବେ

ବେଙ୍ଗଲୁରୁ: ଅକ୍ସନର ଦ୍ୱିତୀୟ ଦିନରେ ପ୍ରଥମ ଖେଳାଳିଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଭାରତର ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ୟେଲୋ ଆର୍ମି । ପଞ୍ଜାବ-ଚେନ୍ନାଇ ମଧ୍ୟରେ ଟଣା…

ଦୀପିକାଙ୍କ ଫିଲ୍ମର ରିଭ୍ୟୁ ଦେଲେ କଙ୍ଗନା! କହିଲେ- ପର୍ଣ୍ଣୋଗ୍ରାଫୀ…

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚୁତର୍ବେଦି ଷ୍ଟାଟର୍ ଫିଲ୍ମ "ଗହରାଇୟାଁ" ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଯାଇଛି । ଫିଲ୍ମର କାହାଣୀ ନୂତନ ପିଢ଼ିର ଲଭ୍ ରିଲେସନ୍ କୁ…

ଭାଇରାଲ ହେଉଛି କୁନି ଆଲିଆଙ୍କ ଭିଡିଓ: ଗଙ୍ଗୁବାଇ ଲୁକରେ ଜବରଦସ୍ତ ଏକ୍ସପ୍ରେସନ ଦେଉଛନ୍ତି କୁନି କୁନି ଝିଅ

ମୁମ୍ବାଇ: ଆସନ୍ତା ୨୫ ଫେବୃୟାରୀରେ ରିଲିଜ ହେବାକୁ ଯାଉଛି ଆଲିଆ ଭଟ୍ଟଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ । ଗୋଟିଏ ପାଶ୍ୱର୍ରେ ଫିଲ୍ମର ପ୍ରମୋସନକୁ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ଡାଏଲଗରେ ସୋଶଲ…

ବିଜେପି ବିଧାୟକଙ୍କ ପାଇଁ ବଢ଼ିଲା ସମସ୍ୟା, ଯୁବତୀ ଅପହରଣ ନେଇ ଥାନାରେ ମାମଲା ରୁଜୁ

ପାଟନା: ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ଲୌରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ବିନୟ ବିହାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଟନାର ଜଣେ ଯୁବତୀ ଅପହରଣ ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ…