ସର୍ବସାଧାରଣରେ ନପୁଂସକ କହିବା ଧର୍ତ୍ତବ୍ୟ ଅପରାଧ: ସ୍ତ୍ରୀ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ
ନୂଆଦିଲ୍ଳୀ: ସର୍ବସାଧାରଣ ସ୍ଥାନରେ କୌଣସି ପୁରୁଷଙ୍କୁ ନପୁଂସକ କହିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଏହା ସହିତ ସ୍ତ୍ରୀ ହତ୍ୟା ମାମଲାରୁ ସ୍ୱାମୀକୁ ମୁକ୍ତ କରିଛନ୍ତି କୋର୍ଟ । କାମକୁ…