ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ: ଭିଡିଓ ଭାଇରାଲ କରି ଜୀବନରୁ ମାରିଦେବାକୁ ଧମକ

ଲଭ୍, ସେକ୍ସ, ଧୋକା । ପ୍ରଥମେ ପ୍ରେମ ତା’ପରେ ଶାରୀରିକ ସମ୍ପର୍କ ଆଉ ପରେ ଧୋକା । ଏମିତିକି ଅଶ୍ଲୀଳ ଭିଡିଓ ଭାଇରାଲ ସହ ଜୀବନରୁ ମାରିଦେବାକୁ ଯୁବତୀଙ୍କୁ ଧମକ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ ।…

ତୁରନ୍ତ କମିଯିବ ବ୍ଲଡ ସୁଗାର: ଲଞ୍ଚର ୨ ଘଣ୍ଟା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ: ମଣିଷ ଆଜିକାଲିର ଖାଦ୍ୟପେୟ ଓ ପରିବେଶ ଯୋଗୁଁ ବହୁ ରୋଗରେ ପଡ଼ୁଛି । ଏଥିମଧ୍ୟରୁ ଅତି ସାଧାରଣରେ ଦେଖାଯାଇଥାଏ ସୁଗାର ଓ କୋଲେଷ୍ଟ୍ରଲ ଜନିତ ପ୍ରୋବଲେମ । ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ସୁଗାର ଓ…

ନିଜେ ନିଜେ ଟ୍ୟାପରୁ ପାଣି ପିଉଛି: ଦେଖନ୍ତୁ ଆତ୍ମନିର୍ଭର ବିଲେଇର ଏହି ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ମଣିଷ ପରି ପଶୁପକ୍ଷୀ ମାନେ ମଧ୍ୟ କୌଣସି ଗୁଣରେ କମ ନୁହନ୍ତି । ଖାସ କରି ଗୃହପାଳିତ ପଶୁପକ୍ଷୀ ମାନେ ମଣିଷକୁ ସବୁଠାରୁ ଅଧିକ ଅନୁକରଣ କରିଥାନ୍ତି । ଘରେ ରହୁଥିବା କୁକୁର ବିଲେଇ ମାନେ ଆମର ନିତି ଦିନିଆ…

ରାଇଘର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ନିର୍ବାଚନୀ ସଭା ସହ ମିଶ୍ରଣ ପର୍ବ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ 3ନମ୍ବର ଜ଼ିଲ୍ଲା ପରିଷଦ ଜୋନ ରାଇଘର ଠାରେ ଏକ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ହେମନ୍ତ କୁମ୍ଭାରଙ୍କ ମଞ୍ଚ ପରିଚାଳନାରେ ଓଡ଼ିଶାର ମାନ୍ୟବର…

ବଲିଉଡ ହିରୋଇନ ଉର୍ବଶୀ ରୌତେଲାଙ୍କ ଗଳାରେ ଏ କି ପ୍ରକାର ଚିହ୍ନ? : ମିଳୁଛି ଅନେକ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡ ହିରୋଇନ ଉର୍ବଶୀ ରୌତେଲାଙ୍କୁ ନେଇ ଉଠିଛି ଏକ ବଡ ପ୍ରଶ୍ନ । ଉର୍ବଶୀଙ୍କ ବେକରେ ଥିବା ଏକ କଳାଦାଗକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅନେକ ଲୋକ ଏହାକୁ ଲଭ ବାଇଟ ବୋଲି ମଧ୍ୟ କହିବା ଆରମ୍ଭ କରି…

ବିଧାନ ପରିଷଦ ଗଠନ ନାରେ ରାଜ୍ୟବାସୀ ଭକୁଆ: ପ୍ରସ୍ତାବ ଦେଇ ନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକ ‘ବିଧାନ ପରିଷଦ’ ଗଠନ ପାଇଁ ୨୦୧୪ ସାଧାରଣ ନିର୍ବାଚନ ପରଠୁ ଶାସକ ବିଜେଡିର ପ୍ରାୟୋଜିତ ଡ୍ରାମା ଆଜି ପଦାରେ ପଡ଼ିଛି। ବିଧାନ ପରିଷଦ ଗଠନର ଅନୁଧ୍ୟାନ ପାଇଁ ୨୦୧୫ ଜାନୁୟାରୀ…

ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁରେ ସଂକ୍ରମିତ: ILS

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତୃତୀୟ ଲହର ଅବଶ୍ୟ ଏବେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାରି ମଧ୍ୟରେ ଆଇଏଲଏସର ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୯୮%…

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେମସିଟ: ସଂକ୍ରମଣ ହ୍ରାସ ପାଉଥିବା ନେଇ ସୂଚନା ଦେଲେ ଯୁଗ୍ନ ସଚିବ

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ । ଅବଶ୍ୟ ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ହ୍ରାସ ପରିଲକ୍ଷିତ ହୋଇଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ନ ସଚିବ ଆଣିଛନ୍ତି…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଟିଟିଲାଗଡ଼: ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ସଇଁତଳା କରମତଲା ନିକଟରେ କିଛି ଦୁର୍ବୁତ୍ତ ଅଣ୍ଡାମାଡ଼ କରିଥିବା ଅଭିଯୋଗ । କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବାବେଳେ ଅଣ୍ଡାମାଡ଼ । ଗୁରୁବାର…

ଓଟିଟି ପ୍ଲାଟଫର୍ମରେ ନିଆଁ: ଭାଲେଣ୍ଟାଇନ ଡେରେ ପ୍ରଥମ କରି ନଜର ଆସିବେ ଓଲିଉଡର ଲଭଲୀ-ବବଲି ଯୋଡି

ଭୁବନେଶ୍ୱର: ଓଲିଉଡରେ ପ୍ରଥମ ଥର ପାଇଁ ଗୋଟିଏ ସ୍କ୍ରିନରେ ନଜର ଆସିବେ ଓଡିଶାର ଦୁଇ ଆଲବମ କୁଇନ ଲଭଲୀ ଏବଂ ବବଲି । ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କ୍ଷୁଦ୍ର ଚଳଚ୍ଚିତ୍ର "ଟ୍ରୁଲି ୟୋର୍ସ'ରେ ଉଭୟଙ୍କ ଜଲୱା ଦେଖିବେ…