ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି: ଚୀନକୁ ୭-୧ ଗୋଲ୍‌ରେ ହରାଇଲା ଭାରତ

ମସ୍କଟ (ଓମାନ୍‌) : ଭାରତୀୟ ମହିଳା ହକିଦଳ ସୋମବାର ଦିନ ଏଠାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିର ପ୍ରଥମ ମ୍ୟାଚ୍‌ରେ ଚୀନକୁ ୭-୧ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ସୁଶିଲା ଚାନୁ ସର୍ବାଧିକ ୨ଗୋଲ…

ଆଜି ରେଳ ବଜେଟ୍ ହେବ ଆଗତ: ଓଡ଼ିଶାକୁ ମିଳିପାରେ ଅଧିକ ପାଣ୍ଠି, ଅଶ୍ୱିନୀଙ୍କ ଉପରେ ରହିଛି ଆଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ମଧ୍ୟ ଆଗତ ହେବ । ରେଳ ବଜେଟରେ ଓଡ଼ିଶା କେତେ ଗୁରୁତ୍ବ ପାଇବ, ଓଡ଼ିଶାକୁ ବଜେଟ୍ ରୁ କେତେ ମିଳିବ ଓ ଯେଉଁସବୁ ଆଶା ରଖାଯାଇଛି ସେସବୁ ପରିପୂର୍ଣ୍ଣ…

ବିଦ୍ୟୁତ୍‌ ତାର ବିଛାଇ ବାରହା ଶିକାର କରୁଥିବା ଅଭିଯୋଗ: ୨ ଶିକାରୀ ଗିରଫ, ବାଇକ୍‌ ଜବତ

ଯୋଡା (ଭାସ୍କର ନ୍ୟୁଜ୍‌) : ବଡବିଲ ରେଞ୍ଜ ଅନ୍ତର୍ଗତ ବଳିତା ଗ୍ରାମର ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ବିଛାଇ ବାରହା ଶିକାର କରୁଥିବା ଅଭିଯୋଗରେ ସୋମବାର ବନବିଭାଗ ୨ଜଣ…

ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍‌ ଫ୍ରାଞ୍ଚାଇଜ୍‌ର ଲୋଗୋ ଉନ୍ମୋଚିତ, ଲୋଗୋରେ ଗରୁଡ଼ ପକ୍ଷୀ ସହ ତ୍ରୀରଙ୍ଗାର ରହିଛି ଛଲକ

ଲକ୍ଷ୍ନୌ: ଚଳିତ ବର୍ଷ ଆଇପିଏଲରେ ନୂତନ ଭାବେ ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜର ଲୋଗୋ ଉନ୍ମୋଚିତ ହୋଇ ଯାଇଛି । ପୌରାଣିକ ଯୁଗର ଗରୁଡ଼ ପକ୍ଷୀକୁ ଫ୍ରାଞ୍ଚାଇଜର ଲୋଗୋ କରିଛି ଲକ୍ଷ୍ନୌ ସୁପର…

୨୦୨୨-୨୩ ଆର୍ଥିକ ବର୍ଷ ବଜେଟରୁ ଓଡ଼ିଶା କଣ ରଖିଛି ଆଶା?

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରୁ ଓଡ଼ିଶା ଅନେକ କିଛି ଆଶା ରଖିଛି । ଗତବର୍ଷ ଡିସେମ୍ବର ମାସ ୩୦…

ଚାଷୀ ହେବେ ମାଲାମାଲ୍! ବଜେଟରେ ପିଏମ କିଷାନର ଟଙ୍କା ବୃଦ୍ଧିକୁ ନେଇ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନିଜ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ । ସାଧାରଣ ଜନତାଙ୍କୁ ଏହି ବଜେଟ ଉପରେ ଅନେକ ଆଶା ରହିଛି । ୨୦୨୧ରେ ମୁଦ୍ରାସ୍ପୀତି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।…

ଆଜି କେନ୍ଦ୍ର ବଜେଟ୍‌, ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, : ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ୍‌ରୁ ମଧ୍ୟବିତ୍ତମାନେ ବେଶ୍‌ କିଛି ଆଶା ରଖିଛନ୍ତି । କାରଣ କରୋନା ସଂକ୍ରମଣ ପାଇଁ ମଧ୍ୟବିତ୍ତଙ୍କ…

ରାଶିଫଳ(ମଙ୍ଗଳବାର,୦୧ ଫେବୃଆରୀ,୨୦୨୨)

ମେଷ - ଆଜି କର‌୍ୟ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…

ଆଜିଠୁ ଖୋଲିବ ଶ୍ରୀମନ୍ଦିର, କୋଭିଡ କଟକଣା ମଧ୍ୟରେ କାଳିଆ ଦର୍ଶନ କରିପାରିବେ ଭକ୍ତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ  ଖୋଲିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରାୟ ମାସାଧିକ କାଳ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା ।…

ଆହୁରୀ କମିବ ଶୀତ: ୩ରୁ ଘନ କୁହୁଡ଼ି, ୪ରୁ କୁଆପଥର ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଗତ କିଛିଦିନ ହେବ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଥିବାବେଳେ ମଙ୍ଗଳବାରଠାରୁ ଏହା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩ରୁ…