ୟୁପି ନିର୍ବାଚନ: ଅଖିଳେଶ ଯାଦବଙ୍କ ଯୋଗୀଙ୍କୁ ଟାର୍ଗେଟ, କହିଲେ ନିର୍ବାଚନରେ ବିଜେପି ଲିଷ୍ଟରେ ୯୯ କ୍ରିମିନାଲ ! ଶତକରୁ ୧ କମ୍

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ଜାରି ରହିଛିନ୍ତି ରାଜନେତାଙ୍କ ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ ରବିବାର ଏକ ଟ୍ୱିଟ କରି ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ।…

କୁକୁଡ଼ା ଫାର୍ମରେ ଲାଗିଲା ନିଆଁ, ୨୫୦୦ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: କୁକୁଡା ଫାର୍ମ ନିଆଁ ଲାଗିବା ଫଳରେ ସେଠାରେ ଥିବା ୨୫୦୦ରୁ ଅଧିକ କୁକୁଡା ଜଳିଯାଇଛନ୍ତି । ଶନିବାର ଦିନ ଏହି ଘଟଣା କେରଳର ଭାଜିକାଦଭୁ ଠାରେ ଘଟିଛି । ନିଆଁ ଲାଗିବା ଫଳରେ ଏକାବେଳକେ ୨୫୦୦ଟି କୁକୁଡା ପୋଡ଼ି…

ରାନୁ ମଣ୍ଡଳଙ୍କ ‘କଚ୍ଚା ବାଦାମ୍’ ଗୀତ ଶୁଣି ମୁଣ୍ଡରେ ହାତ ହେଲେ ୟୁଜର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସୋସିଆଲ୍ ମିଡିଆରେ ବର୍ତ୍ତମାନ କଚ୍ଚା ବାଦାମ୍ ଗୀତ ଛାଇ ହୋଇ ରହିଛି । ଗୀତଟି ଏବେ ଟ୍ରେଣ୍ଡିଂରେ ରହିଛି । ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତାୀ ଡାନ୍ସ ଭିଡିଓ କରି…

ଗୋଡସେ ପ୍ରକୃତ ହିନ୍ଦୁତ୍ଵବାଦୀ ହୋଇଥିଲେ ଗାନ୍ଧୀଙ୍କୁ ନୁହେଁ ଜିନ୍ନାଙ୍କୁ ଗୁଳି କରିଥାନ୍ତା: ସଞ୍ଜୟ ରାଉତ

ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍ ରାଜନୀତିକୁ ପୁଣି ଥରେ ସରଗରମ କରିଛି। ଜଣେ ହିନ୍ଦୁତ୍ଵବାଦୀ ଗାନ୍ଧୀ ଜୀଙ୍କୁ ଗୁଳି କରିଥିଲେ, ରାହୁଲଙ୍କ…

‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଅନସଙ୍ଗ ହିରୋଙ୍କର ଦେଲେ ଉଦାହରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୮୫ ତମ ତଥା ୨୦୨୨ର ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି । ରବିବାର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଦେଶକୁ ଉଦବୋଧନ…

ପାର୍ଲରରେ ଜଣେ ବ୍ୟକ୍ତିଙ୍କୁ ମସାଜ୍ କରୁଥିଲେ ମହିଳା, ହଠାତ୍ ଚାଲିଗଲା ଉକ୍ତ ଯୁବକଙ୍କ ଜୀବନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଯେ କୌଣସି ଲୋକ ଠିଆ ହୋଇଥିବା, ବସିଥିବା ଅବସ୍ଥାରେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ତେବେ ନିକଟରେ ଥାଇଲାଣ୍ଡରେ ଏପରି…

Bigg Boss୧୫ ଫାଇନାଲ୍ ଏପିସୋଡ୍: ଆଜି ହେବ ବିଜେତା ଘୋଷଣା, ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳୀ

ମୁମ୍ବାଇ: ବିଗ୍ ବସ୍ ୧୫ ବର୍ତ୍ତମାନ ଶେଷ ଏପିସୋଡରେ ପହଞ୍ଚିଛି । ଦୁଇ ଦିନର ଫାଇନାଲ୍ ଏପିସୋଡର ପ୍ରଥମ ଦିନ ଅର୍ଥାତ୍ ଶନିବାର ଦିନ ସମସ୍ତ ପ୍ରତିଯୋଗୀଙ୍କ ମା' ଶୋ ରେ ଆସି ପହଞ୍ଚିଥିଲେ । ଆଜିର ଏହି ଫିନାଲେ ଏପିସୋଡରେ…

ବ୍ୟକ୍ତିଗତ ମାମଲା ନୁହେଁ ଯୌନ ଶୋଷଣ, ଏହାଦ୍ୱାରା ସମାଜ ଉପରେ ପଡ଼ିଥାଏ କୁପ୍ରଭାବ: ହାଇକୋର୍ଟ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ କୌଣସି ପ୍ରକାରେ ବି ବ୍ୟକ୍ତିଗତ ମାମଲା ହୋଇପାରିବ ନାହିଁ, ଏହା ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏପରି କହିଛନ୍ତି । ଜଣେ ଯୁବତୀଙ୍କୁ…

ଆସନ୍ତା ୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଭାଇରାଲ୍ ହେଉଛି ଏକ ଚିଠି, ଜାଣନ୍ତୁ ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ତେବେ ଆସନ୍ତା ଫେବୃଆରୀ ମାସ ୧୦ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏକ ଫେକ୍…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଜଣକୁ ଗିରଫ କଲା ଏସଟିଏଫ୍

ଜୀବନ୍ତ ଉଦ୍ଧାର ହେଲା ବଜ୍ରକାପ୍ତା  । ଏସଟିଏଫ୍ କବଜାରେ ପଡ଼ିଲେ ବଜ୍ରକାପ୍ତା ଚୋରା ଚାଲଣକାରୀ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍ । ସୂଚନା ଅନୁଯାୟୀ, ବିକ୍ରି ପାଇଁ ଡିଲ୍…