CHARIDHAM

BCCI Central Contract: ସଙ୍କଟରେ ଏହି ଖେଳାଳିଙ୍କ ଦରମା, ଟାର୍ଗେଟରେ ବରିଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ପ୍ରତି ବର୍ଷ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧର ଘୋଷଣା ହେବାକୁ ଯାଉଛି…

ମଦର ହେବ ହୋମ ଡେଲିଭରୀ, ଏତିକି କୋଟି ରାଜସ୍ୱ ସଂଗ୍ରହ ରଖିଛନ୍ତି ରାଜ୍ୟ ସରକାର

ନୂଆଦିଲ୍ଲୀ : ଏବେ ମଦର ହେବ ହୋମ ଡେଲିଭରୀ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ୱ ବଢାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହାରି ଆଧାରରେ ଖୁଚୁରା ଦୋକାନଗୁଡିକରେ ମଦ ବିକ୍ରି ସହ ହୋମ ଡେଲିଭରୀ…

ପ୍ରଥମ ଦିନିକିଆ ହାରିବା ପରେ ଭାରତୀୟ ଦଳରେ ହୋଇପାରେ ପରିବର୍ତ୍ତନ, ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ । ଏହି ମ୍ୟାଚ୍ ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯିବ । ଏହି ମୁକାବିଲା ଭାରତ ପାଇଁ କର ବା ମର ସଦୃଶ ହୋଇଛି ।…

ଅସହାୟ ପାଇବେ ରାଜଉଆସ ସୁଖ, ସମ୍ବଲପୁରରେ ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ ଉଦଘାଟନ

ଆଉ ରାସ୍ତାରେ ବୁଲିବେନି ବୁଲା ଭିକ୍ଷୁକ, ଏଥର ସ୍ୱାଭିମାନେ ରହିବେ ଆଉ କର୍ମକ୍ଷମ ହେବେ । ରାଜ୍ୟରେ ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାରେ ଏବେ ଅସହାୟ ତଥା ଭିକ୍ଷୁକ ପାଇବେ ରାଜଉଆସ ସୁଖ । ଏନେଇ ସମ୍ବଲପୁର ଜିଲ୍ଲାରେ…

କୋଟିଆ ନିର୍ବାଚନ: ସବୁ ଦଳ ସହମତିରେ ହେବେ ପ୍ରାର୍ଥୀ ଚୟନ

କୋଟିଆରେ ନିର୍ବାଚନ ପ୍ରସଙ୍ଗରେ । ସରିଲା କୋରାପୁଟରେ ଚାଲିଥିବା ସର୍ବଦଳୀୟ ବୈଠକ । କୋଟିଆରେ ନିର୍ବାଚନ ନୁହେଁ ସହମତିରେ ବଛାହେବେ ପ୍ରତିନିଧି । ସମସ୍ତଙ୍କ ସହମତିରେ ନିନ୍ଦ୍ୱର୍ନ୍ଦରେ ହେବେ ପ୍ରାର୍ଥୀ । କୋଟିଆ ପାଇଁ…

ଓଡ଼ିଶା ପାଇଁ ଗୌରବ ଆଣିଲେ ରୋଜା ରାଣା: ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର୍ସରେ ଦ୍ୱିତୀୟ ରନର୍ସ ଅପ,ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ରିଅଲିଟି ଶୋ ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର୍ସରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ରୋଜା ରାଣା । ଦ୍ୱିତୀୟ ରନର୍ସ ଅପ୍ ଭାବରେ ଏହି ରିଅଲିଟି ଶୋ ଶେଷ କରିଛନ୍ତି ରାଉରକେଲା ଝିଅ ରୋଜା…

ବୁଲିବାଇ ଆପ୍ ମାମଲା: ଝାରସୁଗୁଡ଼ାରୁ ଜଣକୁ ଗିରଫ କଲା ମୁମ୍ବାଇ ପୋଲିସ୍

ବୁଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଜଣକୁ ଗିରଫ ପ୍ରସଙ୍ଗ । ଗିରଫ ବ୍ୟକ୍ତି ଝାରସୁଗୁଡ଼ା ବ୍ରଜରାଜନଗର ଇବ୍ ର ନୀରଜ ସିଂହ । ନୀରଜକୁ ଝାରସୁଗୁଡ଼ାରୁ ଗିରଫ କଲା ମୁମ୍ବାଇ ପୋଲିସ୍ । ଗିରଫଦାରୀ ନେଇ ଝାରସୁଗୁଡ଼ା ପୋଲିସ୍…

କଥା ରଖିଲେ ଆଉ ହୃଦୟ ଜିତିଲେ ମହିନ୍ଦ୍ରା: ଅବନୀ ଲେଖାରାଙ୍କୁ କଷ୍ଟମାଇଜଡ ଏସୟୁଭି ଉପହାର

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ପାରା ଶୁଟର୍ ଅବନୀ ଲେଖାରାଙ୍କୁ ଏକ କଷ୍ଟମାଇଜଡ୍ ଏସୟୁଭି ପ୍ରଦାନ କରାଯାଇଥିବା ବେଳେ…

ପଞ୍ଚାୟତ ନିର୍ବାଚନ ୨୦୨୨: ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮୫୮୮

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତାତି ଧୀରେ ଧୀରେ ବଢିବାରେ ଲାଗିଛି । ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା ।…

ଗୋଷ୍ଠୀ ସଂଘର୍ଷରେ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର ତିନି ଆହତ

ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ଖମ୍ଭାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାବନପୁର ଗ୍ରାମରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗାଁରେ ଗୋଷ୍ଠୀ ସଂଘର୍ଷରେ ମରଣାନ୍ତକ ଆକ୍ରମଣ  ହୋଇଥିବା ଜଣାପଡିଛି। ସୁଚନା…