CHARIDHAM

ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା ଅବଧି ବୃଦ୍ଧି: ୨୮ ଯାଏଁ ବଢ଼ିଲା ଅବଧି

ବିମାନ ଚଳାଚଳ କଟକଣା ଅବଧି ବୃଦ୍ଧି । ଫେବୃଆରୀ ୨୮ ଯାଏଁ ବିମାନ ଚଳାଚଳ ଲାଗିଲା କଟକଣା । କୋଭିଡ୍ ସଂକ୍ରମଣ ତଥା ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦେଖି ବଢ଼ିଲା କଟକଣା ଅବଧି । ଏନେଇ ବୁଧବାର ବେସାମରିକ ବିମାନ ଚଳାଚଳ…

ଟେନିସକୁ ବାଏ ବାଏ କଲେ ସାନିଆ: ଅଷ୍ଟ୍ରେଲିଆନ ଓପନ୍ ପ୍ରଥମ ରାଉଣ୍ଡ ହାରିଲେ

ନୂଆଦିଲ୍ଳୀ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଟେନିସକୁ ଅଲବିଦା ଜଣାଇଛନ୍ତି । ଅଷ୍ଟ୍ରେଲିଆନ୍ ଓପନ ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସାନିଆ ନିଜର ଅବସର ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆନ…

(ଭିଡିଓ) ସଫା କରିବା ବାହାନାରେ ଲୁଟିନେଲେ ସବୁ ଗହଣା: ଥାନାରେ ଅଭିଯୋଗ କଲେ ମହିଳା

ସ୍ପଷ୍ଟ ଦିବା ଲୋକରେ ଲୁଟ୍ । ବାହାନା କରି ଆସିଲେ, ଗହଣା ସଫା କଲେ, ଆଉ ତାପରେ ମୌକା ଦେଖି ସବୁ ଲୁଟି ନେଲେ । ଏଭଳି ଗହଣା ସଫା କରିବା ବାହାନାରେ ଆସି ଜଣେ ମହିଳାଙ୍କର ସବୁ ଗହଣା ଲୁଟିନେଇଛନ୍ତି ଲୁଟେରା । ଘରେ ମହିଳା…

(ଭିଡିଓ) ରାସ୍ତା ଉପରେ ହୁତ୍ ହୁତ୍ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

କଟକ: ଚଳନ୍ତା କାରରେ ଲାଗିଲା ନିଆଁ । ମଧୁପାଟଣା ଓଭରବ୍ରିଜ୍ ଉପରେ ଜଳିଗଲା ଚଳନ୍ତା କାର୍ । ତେବେ ସୌଭାଗ୍ୟ ବସତଃ କାର୍ ଜଳିବା ଦେଖି ଡ୍ରାଇଭର ଗାଡ଼ି ରଖି ଓହ୍ଲାଇ ଯିବାରୁ ଅଳ୍ପକେ ବର୍ତ୍ତିଲେ । ଦେଖନ୍ତୁ ଭିଡିଓ...…

ମଣିଷଙ୍କୁ ତ ଛାଡ଼, ଏହି ସହରରେ ମୂଷାଙ୍କୁ ହୋଇଗଲା କରୋନା; ସମସ୍ତଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ହଂକଂରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅତି କମରେ ୨୦୦୦ ହାମଷ୍ଟର(ମୂଷା ପରି ଏକ ଜୀବ)…

ଆପଣ ଦୋକାନରୁ ପ୍ଲାଷ୍ଟିକ Aadhaar Card ତିଆରି କରୁଛନ୍ତି କି, ଏପରି କଲେ ବିପଦରେ ପଡ଼ିପାରନ୍ତି: UIDAI

ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବା ବେଳେ ସମସ୍ତ ସରକାରୀ ଯୋଜନାର ବେନିଫିଟ ଉଠାଇବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିକଟରେ ଆଧାର କାର୍ଡକୁ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ…

୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP, ଦେଖନ୍ତୁ ଓଡ଼ିଶାରୁ କେତେଜଣ ଅଛନ୍ତି ଲିଷ୍ଟରେ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେଶର ରାଜନୀତି ବର୍ତ୍ତମାନ ସରଗରମ ରହିଛି । ଇତିମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପଞ୍ଜାବ ଓ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି । ଭାରତବର୍ଷରେ ଏହା ଘାତକ ହେବାକୁ ବସିଲାଣି । ତେବେ ଓମିକ୍ରନର ଲକ୍ଷଣକୁ ଅଧିକ ଗମ୍ଭୀର ଭାବେ ଗ୍ରହଣ…

୨୬ରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଏଣିକି ଚାଲିବ ବୋଟ୍ ଆମ୍ବୁଲାନ୍ସ । ଜାନୁଆରି ୨୬ରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛି BSF । ଏଥିରେ ୩୫ଟି ଗାଁର ୧୦ ହଜାରରୁ ଅଧିକ…

ପ୍ରେମରେ ପାଗଳ ଯୁବକ କିଡନୀ ଦାନ କରିବାକୁ ପଛାଇଲାନି: ମାତ୍ର ଏକ ମାସ ପରେ ଗାର୍ଲଫ୍ରେଣ୍ଡ କ’ଣ କଲା ଜାଣନ୍ତି, ବାଏ ବାଏ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଅନେକ ମଜାଦାର ଓ ସିରିୟସ୍ ଘଟଣା ଅନେକ ସମୟରେ ଆମ ସମାଜରେ ଦେଖିବାକୁ ମିଳିଥାଏ । ତେବେ ନିକଟରେ କାଲିଫର୍ଣ୍ଣିଆରେ ଏପରି ଏକ ବିରଳ ଲଭଷ୍ଟୋରି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରେମ…