ଇଣ୍ଡିଆନ ଓପନ ୨୦୨୨: ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ଫାଇନାଲ ଜିତିଲେ ଚିରାଗ-ସାତ୍ୱିକ୍
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବରେ ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଜିତିବାରେ ସଫଳ ହୋଇଛନ୍ତି ଲକ୍ଷ୍ୟ ସେନ୍ । ବିଶ୍ୱ ଚାମ୍ପିୟନ୍ ଲୋ କିନ୍ ୟୁଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ଲକ୍ଷ୍ୟ ସେନ୍ । ରବିବାର ଅନୁଷ୍ଠିତ…