fbpx
BSKY SKY
BSKY SKY

ଜେ.ପି. ନଡ୍ଡା ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୦ା୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଥିଲେ ଜେ.ପି. ନଡ୍ଡା । ଜେପି ନଡ୍ଡା ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ ବିଜେପିର ୧୪ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ।…

କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ତାଳଚେର,୨୦ ।୧(ଓଡିଶା ଭାସ୍କର): ୨୦୨୩ ସୁଦ୍ଧା ତାଳଚେର ୟୁରିଆ ସାର କାରଖାନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ସାର ସଚିବ ଆଜି ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଏହାର ବାର୍ଷିକ…

ଜେପି ନଡ୍ଡାଙ୍କୁ ଓଡିଶା ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦ ।୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ନାମାଙ୍କନ ଭରିଛନ୍ତି ଜେପି ନଡ୍ଡା । ଜେପି ନଡ୍ଡାଙ୍କୁ ଓଡିଶାର ସମସ୍ତ ବିଜେପି ସାଂସଦ ସମର୍ଥନ…

ଆରମ୍ଭ ହେଲା ଅନଲାଇନ ପ୍ରପର୍ଟି ମଡ଼୍ୟୁଲ ଓ ମ୍ୟୁନିସିପାଲ ପ୍ରିମିଅର ଲିଗ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ଼୍ୟୁଲ ଓ ମ୍ୟୁନିସପାଲ ଲିଗ ଆରମ୍ଭ ହୋଇଛି । ଲୋକସେବା ଭବନ କନଭେସନ ସେଣ୍ଟରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

କୃଷି ନୀତି-୨୦୨୦କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): କୃଷି ନୀତି-୨୦୨୦ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୫ଦିନ ଧରି ୨୪ତାରିଖ ଯାଏଁ ଏହା ଚାଲିବ ବୋଲି ସୂଚନା ମିଳିଛି । କୃଷି…

୫ବ୍ରାଉନସୁଗାର ଡିଲରଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ବ୍ରାଉନସୁଗାର, ଗଞ୍ଜେଇ ଏହିଭଳି ନିଶାଦ୍ରବ୍ୟ ଡିଲର ଦିନକୁ ଦିନ ବଢ଼ିବାରେ ଲାଗିଲେଣି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଓ ବାଲେଶ୍ୱରରୁ ୫ବ୍ରାଉନସୁଗାର ଡିଲରଙ୍କୁ ଏସଟିଏଫ ଗିରଫ…

ତାଲକୋଟରାରେ ମୋଦୀ, ଛାତ୍ରଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ,୨୦ ।୧: ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ…

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ, ନାମାଙ୍କନ ଭରିଲେ ନଡ୍ଡା

ନୂଆଦିଲ୍ଲୀ,୨୦ ।୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇନାମାଙ୍କନ ଦାଖଲ କରିଛନ୍ତି ଜେପି ନଡ୍ଡା । ନାମାଙ୍କନ ଦାଖଲ ବେଳେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା…

ଭୁବନେଶ୍ୱରରୁ ସୁରତକୁ ଉଡିଲା ବିମାନ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଆଜି ଭୁବନେଶ୍ୱରରୁ ସୁରତକୁ ସିଧାଳଖ ଉଡିଲା ଏୟାର ଇଣ୍ଡିଆ ବିମାନ । ସକାଳ ୮ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ସୁରତ ଗଲା ବିମାନ । ପ୍ରଥମଥର ପାଇଁ ବିଜୁ ପଟ୍ଟନାୟକ ବିମାନ…

ଭାରତର ଦମଦାର ବିଜୟ

ବେଙ୍ଗାଲୁରୁ, ୧୯।୧:ବେଙ୍ଗାଲୁରୁ ଦିନିକିଆକୁ ୭ ୱିକେଟ୍‌ରେ ଜିତି ୩ ଟିକିଆ ସିରିଜ୍‌ ପୋଛିଲା ଭାରତ । ଏହି ମ୍ୟାଚରେ ୨୯ତମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ସେହିପରି ଅଧିନାୟକ ବିରାଟ କୋହଲି  ୫୦୦୦ ରନ୍‌ ପୂରଣ…