fbpx

ଖସୁଛି ତାପମାତ୍ରା, ବଢ଼ୁଛି ଶୀତ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ସବୁ ସ୍ଥାନରେ ତାପମାତ୍ରା ପ୍ରାୟତଃ କମିବାରେ ଲାଗିଛି । ସେନେଇ ଆଉ ୩ଦିନ ଧରି ରାଜ୍ୟରେ ଜାରି ରହିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ…

ଲକ୍ଷ୍ନୌ ହିଂସା, ୧୫୦ ଜଣ ଗିରଫ

ଲକ୍ଷ୍ନୌ, ୨୦ା୧୨: ଲକ୍ଷ୍ନୌ ହିଂସା ମାମଲାରେ ଆଜି ୧୫୦ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଉତ୍ତରପ୍ରଦେଶରେ ଜାନୁଆରୀ ୩୧ ଯାଏ ୧୪୪ ଧାରା ଜାରି କରାଯାଇଛି । ୧୫ଜିଲ୍ଲାରେ ଆଜି ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।…

୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ, ଶ୍ରେଷ୍ଠ ଅଭିନେତା ମିହିର ଓ ଅଭିନେତ୍ରୀ ଅର୍ଚ୍ଚିତା ସମ୍ମାନିତ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଉତ୍କଳ ମଣ୍ଡପରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଛି । ସମ୍ମାନ ଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ ମିଶ୍ର । ସେହିପରି ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ…

ଆସନ୍ତାକାଲି ବାରବାଟୀରେ ଅଭ୍ୟାସ କରିବନି ଭାରତୀୟ ଦଳ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାରବାଟୀରେ ଭାରତୀୟ ଦଳ ଅଭ୍ୟାସ କରିବନି । ଅଭ୍ୟାସ ନକରିବା ନେଇ ଓସିଏକୁ ସୂଚନା ଦେଇଛନ୍ତି ଟିମ୍ ମ୍ୟାନେଜର । ୱେଷ୍ଟଇଣ୍ଡିଜ ମଧ୍ୟ କାଲି ବାରବାଟୀରେ ଅଭ୍ୟାସ…

ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଉ ଅହିଂସା ଶଦ୍ଦ: ନବୀନ

ନୂଆଦିଲ୍ଲୀ, ୧୯ା୧୨: ଗତକାଲିଠାରୁ ୫ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ କମିଟି ଦ୍ୱୀତୀୟ ବୈଠକ ହୋଇଥିଲା । ସେହି ବୈଠକରେ ଅହିଂସା ଶଦ୍ଦ ସମ୍ବିଧାନ…

ପରିବହନ ବାଧାପ୍ରାପ୍ତ, ବୃଦ୍ଧି ପାଉଛି ପିଆଜ ଓ ଆଳୁର ଦର

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ବୃଦ୍ଧି ହେବା ସାଙ୍ଗକୁ ଏବେ ଆଳୁ ଦର ମଧ୍ୟ ବୃଦ୍ଧି ପାଇଛି । ରୋଷେଇ ଘରେ ସବୁଠୁ ଦରକାରୀ ଜିନିଷ ଆଳୁ ଓ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି…

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ମଧ୍ୟ ହେବ । ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…