fbpx
BSKY SKY
BSKY SKY

ପ୍ରତି ୩୦କିମି ବ୍ୟବଧାନରେରେ ରହିବେ ଟ୍ରାଫିକ ସ୍କ୍ୱାଡ଼

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଦୁର୍ଘଟଣା କମାଇବା ପାଇଁ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରାଯିବ । ମାର୍ଚ୍ଚରୁ ବାଇକ ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ । କାର୍ ଚାଳକ ଓ ସମସ୍ତ ଯାତ୍ରୀଙ୍କ…

ସାନିଆ ମିର୍ଜା ହୋବର୍ଟ ଚାମ୍ପିଅନ

ନୂଆଦିଲ୍ଲୀ, ୧୮ା୧: ହୋବର୍ଟ ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ସାନିଆ ସଫଳ ହୋଇଛନ୍ତି । ଡବଲସ ଫାଇନାଲରେ ଜିତିଛନ୍ତି ଭାରତୀୟ ଖେଳାଳି ସାନିଆ ମିର୍ଜା । ୟୁକ୍ରେନ୍ ଖେଳାଳି ନାଦିଆ କିତେନୋକ ସାନିଆଙ୍କ ପାର୍ଟନର…

ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡ଼ିଅମରେ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ ହୋଇଛି । ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେଠାରେ ହକି ପ୍ରମୋସନ…

ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ କହିଲେ ଆଇନଜୀବୀ ଇନ୍ଦିରା ଜୟସିଂ

ନୂଆଦିଲ୍ଲୀ, ୧୮ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଜଣ ଦୋଷୀଙ୍କୁ କ୍ଷମା ଦେବାକୁ ଆଇନଜୀବୀ ଇନ୍ଦିରା ଜୟସିଂ କହିଛନ୍ତି । ଦୋଷୀଙ୍କୁ କ୍ଷମା ଦେବାକୁ ନିର୍ଭୟା ମାଆଙ୍କୁ କହିଛନ୍ତି ଇନ୍ଦିରା । ସୋନିଆ ଏହାସହ…

ବୋଲେରେକୁ ପିଟିଲା ଟ୍ରକ୍, ୧୫ଗୁରୁତର

ବାଲେଶ୍ୱର,୧୮ା୧(ଓଡ଼ିଶା ଭାସ୍କର): ବାଲେଶ୍ୱର ଚନ୍ଦନେଶ୍ୱର ନହରା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବୋଲେରେକୁ ଏକ ଟ୍ରକ ପିଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା…

ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶିତ, ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଘୋଷଣା କରିଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । jeemain.nta.in ଏହି ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ରହିଛି ।…

ରିଲାଏନ୍ସ ଜିଓ ଉପଭୋକ୍ତା ସଂଖ୍ୟାରେ ୩୨% ବୃଦ୍ଧି

ଭୁବନେଶ୍ୱର, ୧୭।୧(ଓଡିଶା ଭାସ୍କର): ଦିନକୁ ଦିନ ବଜାରରେ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷ ତୁଳନାରେ ରିଲାଏନ୍ସ ଜିଓ ଉପଭୋକ୍ତା ସଂଖ୍ୟାରେ ୩୨% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଜିଓ…