ମୃତ୍ୟୁ ପୂର୍ବରୁ ଏମିତି ସଂପତ୍ତିକୁ ଭାଗ କରିଥିଲେ ରତନ ଟାଟା, କୁକୁର ‘ଟିଟୋ’ଠାରୁ ଷ୍ଟାଫ ପର୍ଯ୍ୟନ୍ତ ସମସ୍ତେ ମାଲାମାଲ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ଅକ୍ଟୋବର ୯ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପୂର୍ବରୁ ସେ ତାଙ୍କ ପ୍ରିୟ ଜର୍ମାନ ସିଫର୍ଡ, ‘ଟିଟୋ’ର ଆଜୀବନ ଦେଖାଶୁଣା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ଏକ…

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍: ୱାର୍ଡରଙ୍କୁ ଆକ୍ରମଣ କଲେ କିଛି କଏଦୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛି ଝାରପଡ଼ା ଜେଲ । ଜେଲ ଭିତରେ ମାରପିଟ୍ ହେବା ଘଟଣା ସାମ୍ନାକୁ ଆସିଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାହିଁକି ଜେଲ ୱାର୍ଡରଙ୍କୁ ଆକ୍ରମଣ…

ଲେବାନନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୩ ଜଣ ସାମ୍ବାଦିକଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ ପକ୍ଷରୁ ଲଗାତାର ଭୟଙ୍କର ଆକ୍ରମଣ କରାଯାଉଛି । ଏହାରି ମଧ୍ୟରେ ଦକ୍ଷିଣ-ପୂର୍ବ ଲେବାନନରେ କରାଯାଇଥିବା ବିସ୍ଫୋରଣରେ ତିନି ଜଣ ମିଡିଆ କର୍ମୀଙ୍କର ମୃତ୍ୟୁ ଘଟିଛି । ଲେବାନନର ସରକାରୀ…

Breaking; କନ୍ଧମାଳରେ ଏନକାଉଣ୍ଚର, ଜଣେ ମାଓବାଦୀ ନିପାତ

ଭୁବନେଶ୍ବର: କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି । କନ୍ଧମାଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ବାଲଗୁଡା…

କରହଲ ଉପନିର୍ବାଚନ: ଯାଦବଙ୍କ ଭିତରେ ଲଢେଇ, ବିଜେପି ଖେଳିଛି ଜାତିଗତ କାର୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜମୁଛି ଉପ ନିର୍ବାଚନ ପାଇଁ ମାହୋଲ । ସବୁ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି । କରହଲ ସିଟ ଛାଡି ସପା ମୁଖ୍ୟ ଅଖିଲେଶ ଯାଦବ ସଂସଦ ହେବା ପରେ ଏହି ଆସନରେ ବାଇ ଇଲେକ୍ସନ ହେଉଛି…

ବ୍ରହ୍ମପୁର MKCGରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ଅଭିଯୋଗ! ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହେଉଥିବା ଜଣାପଡିଛି । ଏନେଇ ନ୍ୟାସନାଲ ମେଡିକାଲ କାଉନସିଲ ନିକଟରେ…

Cyclone Update : କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା? ଜାଣନ୍ତୁ ଦାନା ଦୁର୍ବଳ ହେବାର କାରଣ

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା । ତେବେ ଲ୍ୟାଣ୍ଡଫଲ ଯେଉଁ ସମୟ ମଧ୍ୟରେ ଶେଷ ହେବା ନେଇ ଆକଳନ କରାଯାଉଥିଲା ତାହା ହୋଇପାରିନଥିଲା । ହଠାତ୍ ଦୁର୍ବଳ ହୋଇଯାଇଥିଲା ବାତ୍ୟା ଦାନା…

ପାକିସ୍ତାନ ସେନା ତତ୍ୱାବଧାନରେ ଚାଲିଛି ଆତଙ୍କୀ ତାଲିମ, ବଡ ଷଡଯନ୍ତ୍ର ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ: ଭାରତର ଅଭିଯୋଗ ପୁଣି ସତ ପ୍ରମାଣିତ ହୋଇଛି । ପାକିସ୍ତାନ ଖାଲି ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉନାହିଁ, ବରଂ ସେମାନଙ୍କୁ ତାଲିମ ଦେଉଛି । ଏକ ସଦ୍ୟତମ ଗୁଇନ୍ଦା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି…

ଚଳନ୍ତା ସ୍କୁଲ ବସ ଉପରକୁ ଗୁଳି ଚାଳନା, ଇଟା-ପଥର ବି ପକାଇଲେ ଆକ୍ରମଣକାରୀ, ଗାଡିରେ ଥିଲେ ୩୦-୩୫ ପିଲା

ନୂଆଦିଲ୍ଲୀ: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି ।…

ଆଉ ଚିନ୍ତା ନାହିଁ! EMIରେ କିଣିପାରିବେ ରାସନ, Blinkit ଆଣିଲା ଜବରଦସ୍ତ ପ୍ଲାନ

ନୂଆଦିଲ୍ଲୀ: ଦୀପାବଳିରେ ଗ୍ରାହକଙ୍କୁ ଖୁସି ଖବର ଦେଇଛି ବ୍ଲିଙ୍କଇଟ୍ । ଏଣିକି ଗ୍ରାହକମାନେ ମହଙ୍ଗା ଜିନିଷକୁ ମଧ୍ୟ କିଣିବାରେ ସକ୍ଷମ ହୋଇପାରିବେ । ଯଦି ଆପଣ ବ୍ଲିଙ୍କଇଟରେ 2999ରୁ ଅଧିକ ଟଙ୍କାର ଜିନିଷ କିଣୁଛନ୍ତି,…