fbpx
BJD SKY
BJD SKY

‘ମୋ ସରକାର’ରେ ଗ୍ରାମୀଣ ବିକାଶ ବିଭାଗ

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଫେବ୍ରୁଆରୀ ପହିଲାରୁ ରାଜ୍ୟ ସରକାରଙ୍କ ‘ମୋ ସରକାର’କୁ ଯିବ ଗ୍ରାମୀଣ ବିକାଶ ବିଭାଗ । ଯେଉଁ ଗାଁକୁ ରାସ୍ତା ନଥିବ, ସେଠାରେ ରାସ୍ତା ସଂଯୋଗ କରାଯିବ । ୪୩୦୦ ଗାଁକୁ ରାସ୍ତା ନଥିବା…

ଇସ୍ରୋ ଛାଡିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୧ ।୧: ଚନ୍ଦ୍ରଯାନ -୨ ପରେ ଏବେ ମହାକାଶକୁ ଚନ୍ଦ୍ରଯାନ-୩ ପଠାଇବ ଇସ୍ରୋ । ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ଅଭିଯାନକୁ ସରକାରଙ୍କ ମଞ୍ଜୁରି ମିଳିଛି । ତାମିଲନାଡୁର ଥୁଟୁକୁଡିରେ…

ନୌସେରାରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଜମ୍ମୁ,୧ ।୧: ଜମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାର ନୌସେରାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳି…

ଦାୟିତ୍ୱ ନେଲେ ପ୍ରଥମ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ,୧ ।୧(ଓଡିଶା ଭାସ୍କର): ତିନି ସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ବିପିନ ରାୱତ । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ଗ୍ରହଣ କଲେ । ବିପିନ ରାୱତଙ୍କୁ ତିନି ସେନା ପକ୍ଷରୁ…

ନୂଆବର୍ଷ ୨୦୨୦ ପାଇଁ ଶୁଭେଚ୍ଛା

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୦ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେବା ସହ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦେଶବାସୀ । ପ୍ରଧାନମନ୍ତ୍ରୀ…

ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ବଡ଼ ଘୋଷଣା

ନୂଆଦିଲ୍ଲୀ, ୩୧ା୧୨(ଓଡ଼ିଶା ଭାସ୍କର): ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ର ଏକ ବଡ଼ ଘୋଷଣା କରିଛି । ୫ବର୍ଷରେ ପ୍ରାୟ ୧୦୨ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…