Featured ଗିଲଙ୍କ ଅର୍ଦ୍ଧଶତକ: Royal’s ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ Abinash Kumar Dhal Oct 7, 2021 ନୂଆଦିଲ୍ଲୀ: ଓପ୍ନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୧୭୧ ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଶୁବମନ ଗିଲଙ୍କ ୫୬ ଓ ଭେଙ୍କଟେଶ ଆୟାରଙ୍କ ୩୮ ରନ ସହାୟତାରେ…
Featured ଘରେ ଅଛି କି HP GAS ? ଏମିତି ଜିତିପାରିବେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା Odisha Bhaskar Bureau Oct 7, 2021 ଯଦି ଆପଣଙ୍କ ଘରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଅର୍ଥାତ HPର ରୋଷେଇ ଗ୍ୟାସ ରହିଛି ତେବେ ଆପଣଙ୍କ ପାଇଁ ଏକ ଖୁସିଖବର । HP ଗ୍ୟାସ ଏହାର ଉପଭୋକ୍ତାଙ୍କ ପାଇଁ ଆଣିଛି ନବରାତ୍ରି ଗୋଲ୍ଡ ଅଫର ଆସିଛି । ଏହି ଅଫର ଅନୁଯାୟୀ ଆପଣ…
Featured ଭାରତ ବିରୋଧରେ ‘ଏକ ଲକ୍ଷ ଡଲାରର’ ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଏମିତି ରହିଛି ପଡୋଶୀ ଆତଙ୍କୀ ଦେଶର ଯୋଜନା Abinash Kumar Dhal Oct 7, 2021 ନୂଆଦିଲ୍ଲୀ : ପାକିସ୍ତାନ ସେଣ୍ଟ୍ରାଲ ଏସିଆରେ ନିଜକୁ ଇସଲାମିକ ଦେଶର ନେତା ଭାବେ ଉପସ୍ଥାପିତ କରିବାକୁ ସ୍ୱପ୍ନ ଦେଖୁଛି । ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାରେ ବସାଇ ପାକିସ୍ତାନ ସେହି ଦେଶଗୁଡିକୁ ସନ୍ଦେଶ ଦେବାକୁ…
Breaking News ୨ଟି ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ Odisha Bhaskar Bureau Oct 7, 2021 ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ହେଲେ ଦୋଷମୁକ୍ତ । ଅନ୍ୟତମ ଅଭିଯୁକ୍ତ…
Featured ଟି-୨୦ ବିଶ୍ୱ କପ୍: ପାକିସ୍ତାନର ଲଜ୍ଜାଜନକ କାମ, ଜର୍ସିରେ ଭାରତ ବଦଳରେ ଲେଖାଇଲା ୟୁଏଇର ନାମ, ଫଟୋ ଭାଇରାଲ୍ Abinash Kumar Dhal Oct 7, 2021 ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ପାକିସ୍ତାନ କ୍ରିକେଟ୍ ଦଳର ଲଜ୍ଜାଜନକ କାମ । ଟି-୨୦ ବିଶ୍ୱ କପ୍ ପାଇଁ ନିଜ ଜର୍ସିରେ ଆୟୋଜକ ଭାରତର ନାଁ ଲେଖିବା ଜାଗାରେ ୟୁଏଇର ନାମ ଲେଖାଇଛି । ଏହାର ଫଟୋ ସାମାଜିକ ଗଣମାଧ୍ୟମରେ…
Featured ଘଣ୍ଟାକରେ ଲାଭ କଲେ ୯୧୩ କୋଟି; ଜାଣନ୍ତୁ କିଏ ଏହି Big Bull Abinash Kumar Dhal Oct 7, 2021 ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରର ବିଗ ବୁଲ୍ ଭାବରେ ପରିଚିତ ରାକେଶ ଝୁନଝୁନୱାଲା ମାତ୍ର ଘଣ୍ଟାକରେ ୯୧୩ କୋଟି ଟଙ୍କା ଲାଭ କରିଛନ୍ତି । ଗୁରୁବାର ଟ୍ରେଡିଂର ପ୍ରଥମ ସେସନରେ ଝୁନଝୁନୱାଲା ଏହି ଲାଭ ଉଠାଇଛନ୍ତି । ଟାଇଟନ…
Featured ସୁପ୍ରିମକୋର୍ଟ ରିପୋର୍ଟ ମାଗିବାରୁ ଚେତିଲେ ଯୋଗୀ ସରକାର, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଘରେ ମାରିଲେ ନୋଟିସ୍, ଅଜୟଙ୍କୁ ୧୦ଟାରେ ଡକାଇଲା Abinash Kumar Dhal Oct 7, 2021 ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ଉଚ୍ଚ ନ୍ୟାୟାଳୟର କଡା ଆଭିମୁଖ୍ୟ ଦେଖି ଛାନିଆ ଉତ୍ତର ପ୍ରଦେଶ ପୋଲିସ । ଯେଉଁ ଅଭିଯୁକ୍ତମାନଙ୍କୁ ଯୋଗୀ ସରକାର ଘଣ୍ଟ ଘଡାଉଥିଲା…
Breaking News କାର୍ ଧକ୍କାରେ ୨ ପିଲା ଗୁରୁତର Odisha Bhaskar Bureau Oct 7, 2021 ଭୁବନେଶ୍ୱର: ୪ ପିଲାଙ୍କୁ ଧକ୍କା ଦେଲା କାର୍ । ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ଘଟିଛି ଏହି ଦୁର୍ଘଟଣା । ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ଧକ୍କା ଦେଲା କାର ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ।…
Featured ସାବଧାନ ମଦୁଆ; ବ୍ରହ୍ମପୁରରେ ବୁଲୁଛି ମଦୁଆ ଧରା ଗାଡ଼ି Odisha Bhaskar Bureau Oct 7, 2021 ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁରରେ ଚଳିତ ବର୍ଷ ଦଶହରାକୁ ଶୃଙ୍ଖଳିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ୍ । ସହରର ବିଭିନ୍ନ ସ୍ଥାନରେ ମଦ ପିଇ ଅପ୍ରୀତିକର ପରିସ୍ଥିତି ଘଟାଉଥିବା…
Breaking News ଜେଲ ଯିବେ ଆର୍ଯ୍ୟନ୍ Odisha Bhaskar Bureau Oct 7, 2021 ମୁମ୍ବାଇ: ନିରାଶ ହେଲେ ଆର୍ଯ୍ୟନ, ମିଳିଲାନି ବେଲ୍ । କ୍ରୁଜ୍ ପାର୍ଟିରେ ଡଗ୍ସ କାରବାର ନେଇ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ…