୧ ଫେବ୍ରୁଆରୀରୁ ଏହି ସର୍ଭିସ ପାଇଁ ଚାର୍ଜ ବଢ଼ାଇବ SBI, ୨୦ ଟଙ୍କା ସହ ଦେବାକୁ ପଡ଼ିବ GST
ନୂଆଦିଲ୍ଲୀ: ଜାନୁଆରୀ ୧ରୁ ATMରୁ ଟଙ୍କା କାଢ଼ିବା ସହିତ ଅନେକ ଚାର୍ଜେସ ବି ବଢ଼ିଯାଇଛି । ଏହା ସହିତ ୨୦୨୨ ଫେବ୍ରୁଆରୀ ୧ରୁ ଆଉ କିଛି ଚାର୍ଜ ବଢ଼ାଇବାକୁ ଯାଉଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI । ଯଦି ଆପଣଙ୍କ ଆକାଉଣ୍ଟ…