CHARIDHAM

ଏଣିକି ବିନା ଇଣ୍ଟରନେଟରେ ୨୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ଅଫଲାଇନ୍ ଡିଜିଟାଲ୍ ପେମେଣ୍ଟ୍, ଜାଣନ୍ତୁ ଆରବିଆଇର ନୂଆ ନିୟମ

ନୂଆଦିଲ୍ଲୀ: ଅଫଲାଇନ୍ ପେମେଣ୍ଟ କାରବାର ପାଇଁ ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ନୂତନ ନିୟମ ଜାରି କରିଛି । ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ କରୁଥିବା ଗ୍ରାହକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍‌…

(VIDEO) ଚିଲିକା ପକ୍ଷୀ ଗଣନାରେ ବ୍ୟବହାର ହେବ ଜିପିଏସ୍ ଓ ବାଇନାକୁଲାର: DFO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀଗଣନା କରାଯିବ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ପକ୍ଷୀଗଣନା କାର୍ଯ୍ୟ ପାଇଁ ଗତକାଲି…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମହାମାରୀ କାରଣରୁ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଡେଣ୍ଡାନ୍ସ ଉପରେ ଲଗାଗଲା ରୋକ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ କୁ ବନ୍ଦ କରି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ…

“ନିଭର‌୍ୟା କଢି’ ଯୋଜନା ସଫଳ , ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ: ସୂଚନା ଦେଲେ ଜିଲ୍ଲାପାଳ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା…

ଘରର ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ ମନି ପ୍ଲାଣ୍ଟ୍ ଗଛ, ଘରୁ ଚାଲିଯିବ ସୁଖ ସମୃଦ୍ଧି

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ମାନେ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମନି ପ୍ଲାଣ୍ଟ ଗଛ ଲଗାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ ଲୋକମାନନ୍ତି ଯେ, ଘରେ ମନି ପ୍ଲାଣ୍ଟ ଗଛ…

ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୫ଟି ଜୋନ୍‌ରେ ୨୧ଟି ଟିମ୍‌ ନିୟୋଜିତ ହେବେ

ଚିଲିକା, (ଭାସ୍କର ନ୍ୟୁଜ୍‌): ମଙ୍ଗଳବାରଠାରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା  । ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ଏଥିପାଇଁ ସେମାବାର ଦିନ ଗଣନାକାରୀ ଟିମ୍‌କୁ ତାଲିମ…

ଖାଲକୁ ଖସିଲା କାର୍‌, ବର୍ତ୍ତିଗଲେ ବିଜେପି ନେତ୍ରୀ ଓ ତାଙ୍କ ମା’

ଭବାନୀପାଟଣା, (ଭାସ୍କର ନ୍ୟୁଜ୍‌): ବିଜେପି ନେତ୍ରୀ ତଥା ଆଇନଜୀବୀ ବିନିତା ଦାଶଙ୍କ ସାମାନ୍ୟ ଭୁଲ୍‌ ଯୋଗୁଁ ତାଙ୍କ କାର ମା’ ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ଏକ ଦୋକାନ ଘର ନିର୍ମାଣ ପାଇଁ ଖୋଳାଯାଇଥିବା ଖାଲ ଭିତରକୁ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ: ମାସ ଶେଷ ପର୍ଯ୍ୟନ୍ତ ବଣଭୋଜି ମନା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ଆଜିଠୁ କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦଉଦ୍ୟାନ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ ସାମାଜିକ ଦୂରତା…

ରାଶିଫଳ(ମଙ୍ଗଳବାର,୦୪ ଜାନୁଆରୀ,୨୦୨୨)

ମେଷ - ଭୁମି କ୍ରୟ କିମ୍ବା ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ, ଆର୍ଥିକ ସମୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ  ଲାଭ ସୁଚନା ରହିବ,…