୧ ବର୍ଷରେ ୨ କୋଟି କୁକୁରଙ୍କ ସୁପ୍ ପିଅନ୍ତି ଚାଇନାର ଲୋକେ, ଜିଅନ୍ତା ଫୁଟାନ୍ତି ରୋଷେୟା
ବେଜିଂ: ଚାଇନାର ଉହାନ ସ୍ଥିତ ଆନିମଲ ମାର୍କେଟ ଅନେକ ସମୟରୁ ବିବାଦରେ ରହିଆସିଛି । କରୋନାର ପ୍ରଥମ କେସ୍ ଏହିଠାରୁ ହିଁ ମିଳିଥିଲା । ତେବେ କୋଭିଡ୍ ଭାଇରସ୍ କୁ ନେଇ ଅନେକ ପ୍ରକାର କଥା କୁହାଯାଉଛି । କିଏ କହୁଛି କରୋନା…