ବଟି ମାଗି ରାଜଧାନୀରୁ ୪ ବନ୍ଧାହେଲେ

ଭୁବନେଶ୍ୱର, ୧୭ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବସ୍ ମାଲିକକୁ ବଟି ମାଗିବାରୁ ୪ ଗିରଫ । ‘ଦାଦାବଟିକୁ ନା’ ଅଭିଯାନରେ ସେହି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଟରୁ ସେମାନଙ୍କୁ…

୩ ମହିଳାଙ୍କ ସହ ଥିଲା ଅନୈତିକ ସମ୍ପର୍କ: ପ୍ରେମିକ ଜାଣିବା ପରେ ଏପରି ନେଲା ପ୍ରତିଶୋଧ, ଶୁଣିଲେ ରୁମ ଟାଙ୍କୁରୀ ଉଠିବ

ବାହା ହୋଇ ବି ୩ ଜଣ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ । କିନ୍ତୁ ଧରାପଡିବା ପରେ ମିଳିଲାନି କ୍ଷମା, ଚାଲିଗଲା ଜୀବନ । ଏପରି ଏକ ସଙ୍ଗୀନ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ବ୍ରିଟେନର ଗ୍ୟାରି…

ଭୁବନେଶ୍ୱରୁ ପୁଣି ବାହାରିଲେ ୨୧୬ ପଜିଟିଭ୍

ଭୁବନେଶ୍ୱର,୧୭ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ, ୧୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଦାବି ହେଉଛି । ଏହାରି ମଧ୍ୟରେ ଆଜି ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର…

ଭାରତରେ ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭ ।୧୦: କରୋନା ସଙ୍କଟ ସମୟରେ ଭାରତରେ ଋଷ ଟିକା ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଛି ଅନୁମତି । ‘ସ୍ପୁଟନିକ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି ମିଳିଛି । ପରୀକ୍ଷଣ ପାଇଁ ଡକ୍ଟର ରେଡିଜ…

ପୁରୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ, ୧୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଦାବି ହେଉଛି । ଏହାରି ମଧ୍ୟରେ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

୧୯ରେ ଲଘୁଚାପ: ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ?

ଭୁବନେଶ୍ୱର,୧୭ ।୧୦(ଓଡିଶା ଭାସ୍କର): ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ…

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର,୧୭ ।୧୦(ଓଡିଶା ଭାସ୍କର): ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋବର ସମ୍ଭାବନା ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ପ୍ରଦୀପ ଜେନା। ୧୯ରୁ ୨୧ ତାରିଖ ଯାଏଁ…

ପୋଲିସ ଜାଲରେ ୧୧ ଲୁଟେରା, ସୁନା-ରୂପା ଜବତ

ଯାଜପୁର,୧୭ ।୧୦(ଓଡିଶା ଭାସ୍କର): ଧର୍ମଶାଳା ପୋଲିସକୁ ମିଳିଲା ବଡ ସଫଳତା । ପେଲିସ ଜାଲରେ ପଡିଲା ବଡଧରଣର ଲୁଟେରା ଗ୍ୟାଙ୍ଗ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛଇ ପୋଲିସ । ୫ ଲକ୍ଷ ୮୯ ହଜାର…