CHARIDHAM

(ଭିଡ଼ିଓ)ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ, ଚତୁର୍ଥ ବୁଷ୍ଟର ଡୋଜ୍ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଇସ୍ରାଏଲରେ ଓମିକ୍ରନ ଯୋଗୁଁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଇସ୍ରାଏଲ ସରକାର ଦେଶରେ ବିମାନ ଚଳାଚଳ ଉପରେ…

ଏଣିକି ଦୁର୍ଘଟଣାରୁ ବଞ୍ଚାଇବେ ଅଟୋ ଚାଳକ, ଆହତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସହ ଡାକ୍ତରଖାନାରେ ପହଞ୍ଚବା ନେଇ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡିଶା ସରକାର ଓ ଓଡିଶା କଲିଂ ଫାଉଣ୍ଡେସନର ମିଳିତ ପ୍ରଚେଷ୍ଠାରେ ଏବଂ ଅଟୋ ମହାସଂଘର ସହଯୋଗରେ ଲୋହିଆ ଏକାଡେମୀ ଠାରେ ଅଟୋ ଚାଳକ ପ୍ରଶିକ୍ଷଣ ଶିବିର ଚାଲୁରହିଛି । ଏଥିରେ ଅଟୋ ଚାଳକମାନେ…

ବନ୍ଧା ହେଲେ ଟ୍ୟୁସନ ମାଷ୍ଟର, ୨ ନାବାଳିକାଙ୍କୁ ନେଇ ହୋଇଥିଲେ ଫେରାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନ୍ଧା ହେଲେ ରସିକିଆ ଟ୍ୟୁସନ ମାଷ୍ଟର । ୨ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାରଙ୍କ ଅପହରଣ ଅଭିଯୋଗ ମାମଲାରେ ସମ୍ବଲପୁରରୁ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ପୋଲିସ । ଏହା…

ନରସିଂହପୁର ମୁଖ୍ୟ ରାସ୍ତାରେ ପଲସ୍‌ରକୁ ପିଟିଲା ଟ୍ରକ୍: ଜଣେ ମୃତ, ୨ଗୁରୁତର

କଟକ (ଭାସ୍କର ନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ରାସ୍ତାର ବଡ଼ମ୍ବା ଥାନା ଅନ୍ତର୍ଗତ ରତାପଟ- ବେଲ୍ଲୀଆପାଳ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଆଖିବୁଜିଦେଲେ ଜଣେ ଯୁବକ। ୨ଜଣଙ୍କୁ ଗୁରୁତର…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ରାସନକାର୍ଡଧାରୀଙ୍କୁ ମିଳିବ ହଜାରେ ଟଙ୍କାର କୋଭିଡ୍‌ ସହାୟତା, ବ୍ୟାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ହିତାଧିକାରୀମାନଙ୍କୁ ହଜାରେ ଟଙ୍କାର କୋଭିଡ୍‌ ସହାୟତା ଯୋଗାଇ ଦିଆଯିବ…

ଆହୁରି ୩ ଦିନ ଥରାଇବ ଅସହ୍ୟ ଜାଡ଼, ଶୀତ ଲହର ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ):  ରାଜ୍ୟରେ ଆଗକୁ ଆହୁରି ଶୀତ ବଢ଼ିବ ।  ଅସହ୍ୟ ଶୀତପ୍ରବାହ ଜନଜୀବନକୁ କଲବଲ କରିବ। ଆଗାମୀ ଦୁଇ-ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ସତର୍କ…

ରାଶିଫଳ(ବୁଧବାର,୨୨ ଡିସେମ୍ବର,୨୦୨୧)

ମେଷ - ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ  ॥ ବୃଷ -…

ଅଭ୍ୟାସ ସମୟରେ ନାଚିଲେ ଓ ଗାଇଲେ ଯବାନ: ଦେଖନ୍ତୁ ମଜାଦାର Video

ନୂଆଦିଲ୍ଲୀ:ଗୀତର ତାଳେ ତାଳେ ମସଗୁଲ ହୋଇଯାଇଛନ୍ତି ଆମ ଯବାନ । ଯବାନଙ୍କର ଟ୍ରେନିଂ ଚାଲିଥାଏ ପୁଣି ପୁରା କଦମତାଲ ସହ । ପୋଲିସ ଟ୍ରେନିଂ । ଏହି ଟ୍ରେନିଂ ସମୟରେ କ୍ୟାମ୍ପରେ କଠିନ ପରିଶ୍ରମ ସହ ଅନୁଶାସନ ସହ ରହିବାକୁ…

ବିଜୟ ହଜାରେ ଟ୍ରଫି: ଶାହରୁଖ ଖାନଙ୍କ ଧୂଆଁଧାର ଇନିଂସ, କର୍ଣ୍ଣାଟକକୁ ୧୫୧ ରନରେ ହରାଇ ସେମି ଫାଇନାଲରେ ତାମିଲନାଡୁ

ଜୟପୁର : ନାରାୟଣ ଜଗଦୀଶନ(୧୦୨) ଦମଦାର ଶତକ ଏବଂ ଶାହରୁଖ ଖାନଙ୍କ ୭୯ ରନର ଧୂଆଁଧାର ଇନିଂସ ବଳରେ ତାମିଲନାଡୁ କର୍ଣ୍ଣାଟକକୁ ବିଜୟ ହଜାରେ ଟ୍ରଫିର କ୍ଵାର୍ଟର ଫାଇନାଲରେ ମଙ୍ଗଳବାର ୧୫୧ ରନରେ ପରାସ୍ତ କରିଛି। ଏହି ବିଜୟ…

ରାଜଧାନୀର ରସିକ ମାଷ୍ଟ୍ର: ନାବାଳିକାଙ୍କୁ ଛାତ୍ରୀଙ୍କୁ ଧରି ଫେରାର, ଦେଖନ୍ତୁ କଣ କହୁଛନ୍ତି ପିଉସୀ [video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନାବାଳିକା ଛାତ୍ରୀଙ୍କୁ ଧରି ମାଷ୍ଟର ଫେରାର । ଜଣେ ନୁହେଁ ଦୁଇ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଛନ୍ତି ଏହି ଶିକ୍ଷକ ଜଣଙ୍କ । ଏମିତି ଏକ ଘଟଣା ଘଟିଛି ଖୋଦ…