ପୋଲିସ ହେପାଜତରେ ପ୍ରିୟଙ୍କା ଗାନ୍ଧୀ, ଲକ୍ଷ୍ମୀପୁର କାଣ୍ଡରେ ଜୀବନ ହରାଇଥିବା ଚାଷୀଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀରେ ରବିବାର ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ତେଜିଛି । କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବିତ ରାତି ଲକ୍ଷ୍ନୌ ପହଞ୍ଚି ଲକ୍ଷ୍ମୀପୁର ଖୀରୀ…

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଅସୁସ୍ଥ, ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତରୀ…

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ତୁରନ୍ତ…

୨୦୨୨ରୁ ସିକିମ୍‌ରେ ବ୍ୟାନ୍‌ ହେବ ‘ପ୍ୟାକେଜଡ୍‌ ମିନେରାଲ ୱାଟର’, ସମସ୍ତ ବ୍ୟବସାୟୀଙ୍କୁ ୩ ମାସର ଡେଡଲାଇନ୍‌ ଦେଲେ ସରକାର

ନୂଆଦିଲ୍ଲୀ : ପ୍ରଦୂଷଣ ଓ ପ୍ରାକୃତିକ ପରିବେଶକୁ କ୍ଷତି ପହଞ୍ଚାଉଥିବାରୁ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ସିକିମ୍‌ରେ ସମ୍ପୂର୍ଣ୍ଣ ଭାବରେ ପ୍ୟାକେଜଡ୍‌ ମିନେରାଲ ୱାଟର ବ୍ୟାନ୍‌ କରିବା ପାଇଁ ସିକିମ୍‌ ସରକାର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ,…

ଶୁବମନ ଗିଲଙ୍କ ଅର୍ଦ୍ଧଶତକ; କେକେଆର ପ୍ଲେ ଅଫ୍ ସମ୍ଭାବନା ବଢିଲା

ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଜରିଆରେ ସିଜିନର ଷଷ୍ଠ ବିଜୟ ହାସଲ କରିବା ସହିତ ପ୍ଲେ ଅଫର ନିକଟବର୍ତ୍ତୀ ହୋଇଛି । ୧୧୬ ରନ ଲକ୍ଷ୍ୟର ପିଛା କରୁଥିବ କୋଲକାତା ୧୯.୩ ଓଭରରେ ୪…

ଆର୍ୟନ ଖାନଙ୍କ ସହ ସେଲ୍ଫି ନେଉଥିବା ବ୍ୟକ୍ତି ଏନସିବି ଅଫିସର ନୁହେଁ: ସ୍ପଷ୍ଟ କଲା ଏନସିବି

ରବିବାର ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ୮ ଜଣଙ୍କୁ ଗିରଫ କରିଛି । ସମସ୍ତେ କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ସେବନ କରି ଚୁର ହୋଇଥିବା ଅଭିଯୋଗରେ ଗିରଫ କରିଛି…

ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ…

ଲଖୀମପୁର ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା ଗାନ୍ଧୀ, କହିଲେ ବ୍ୟର୍ଥ ଯିବନି ବଳିଦାନ

ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଘଟିଥିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ଉତ୍ତରପ୍ରଦେଶ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ସେପଟେ ଘଟଣାକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…

ବଡ଼ବିଲ ସିନେମା ହଲ ଛକରେ ବୋମା ମାଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ବିଲ ଥାନା ସିନେମା ହଲ ଛକ ନିକଟରେ ଘଟିଯାଇଛି ବୋମାମାଡ । ସିନେମା ହଲ ଛକରେ ଥିବା ଓଡିଶା ହାର୍ଡୱେୟାରରେ ବୋମା ମାଡ଼ ଘଟିୟଛି । ମାଲିକ ଦିନେଶ ଅଗ୍ରୱାଲ ଅଳ୍ପକେ ବର୍ତି ଯାଇଥିବା ବେଳେ…