CHARIDHAM

ଭାରତ ବିପକ୍ଷ ସିରିଜ୍‌ ନୂଆ ଦିଗ୍‌ଦର୍ଶନ ଦେବ: ଲୁଙ୍ଗି ଏନଗିଦି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅନ୍ୟତମ ଫାଷ୍ଟ ବୋଲର ଲୁଙ୍ଗି ଏନଗିଦି କହିଛନ୍ତି ଯେ ଭାରତ ବିପକ୍ଷ ଆଗାମୀ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସଫଳତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା…

ସୁପରସୋନିକ୍‌ ମିସାଇଲ୍‌ ଟରପିଡୋର ସଫଳ ପରୀକ୍ଷଣ, ଭାରତୀୟ ନୌସେନାକୁ ମିଳିଲା ଆଉ ଏକ ମହାଶକ୍ତି

ମୁମ୍ବାଇ: ଭାରତ ଦୀର୍ଘ ଦୂରଗାମୀ ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ର ଓଡିଶାର ବାଲେଶ୍ୱର ଉପକୂଳ ଉତକ୍ଷେପଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି । ଏନେଇ ସୂଚନା…

ଏଲନ୍ ମସ୍କ ହେଲେ ‘ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍’, ମହାକାଶ ପର୍ଯ୍ୟନ୍ତ ରହିଛି ତାଙ୍କର କନେକ୍ସନ୍…

ନୂଆଦିଲ୍ଲୀ: ଚଳିତ ବର୍ଷ ଏଲନ୍ ମସ୍କ 'ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍' ଭାବରେ ନାମିତ ହୋଇଛନ୍ତି । ଟାଇମ୍ ମାଗାଜିନ୍ ପକ୍ଷରୁ ଏନେଇ ଘୋଷଣା କରିଛି । ଏଲନ୍ ମସ୍କଙ୍କୁ ଟାଇମ୍ ମାଗାଜିନ୍ ପ୍ରତିଭାଶାଳୀ, ଦୁରଦର୍ଶୀ,…

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଆଲିଆ- ରଣବୀର, ଡିସେମ୍ବର ୧୫ରେ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଚର୍ଚ୍ଚିତ କପଲ୍‌ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଦୁହିଁଙ୍କୁ ଏଥର ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ । ଦୁହିଁଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର…

ସାହେବ କେନାଲ ନିକଟରୁ ଲୁଟ ଘଟଣା: ୩ ଲକ୍ଷ ୭୦ ହଜାର ଜବତ, ୩ ଗିରଫ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାହେବ କେନାଲ ନିକଟରୁ ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ…

ବିମାନରେ ୪୫ ମିନିଟ୍ ପର୍ଯ୍ୟନ୍ତ ଫସିଗଲେ ଯାତ୍ରୀ, ରନୱେରେ ଲ୍ୟାଣ୍ଡ କରିବା ପରେ ବି ଖୋଲିଲାନି ଡୋର୍

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀମାନଙ୍କୁ ବିମାନ ଭିତରେ କଏଦ୍ ହୋଇ ରହିବାକୁ ପଡ଼ିଥିଲା । ଦିଲ୍ଲୀ ଏୟାରପୋର୍ଟ ରନୱେରେ ଅବତରଣ କରିବା ସତ୍ତ୍ୱେ ବିମାନର ଡୋର୍ ୪୫ ମିନିଟ୍ ପର୍ୟ୍ୟନ୍ତ ଖୋଲି…

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ: ଆସନ୍ତା ୧୫ରୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା…

ଭାଇ-ଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ: ଭିନ୍ନକ୍ଷମ ଭଉଣୀକୁ ଦୁଷ୍କର୍ମ ମାମଲାରେ ବଡ଼ଭାଇକୁ ବାନ୍ଧିଲା ପୁଲିସ

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ପୋଲିସ ଉପଖଣ୍ଡ ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଭାଇଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ ଲାଗିଛି । ପାନ ବରଜରେ କାମ କରିବାକୁ ଭିନ୍ନକ୍ଷମ ଭଉଣୀକୁ ଡ଼ାକି ବଡ଼ଭାଇ…

ରାଶିଫଳ(ମଙ୍ଗଳବାର,୧୪ ଡିସେମ୍ବର,୨୦୨୧)

ମେଷ :-ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ॥ ବୃଷ…

ନୋଟରେ କାହିଁକି ନାହିଁ ନେତାଜୀଙ୍କ ଫଟୋ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ ନୋଟରେ ଗାନ୍ଧିଜୀଙ୍କ ଫଟୋ ରହିଥାଏ । ତେବେ ଏହି ନୋଟରେ ସୁଭାଷ ବୋଷଙ୍କ ଫଟୋ କାହିଁକି ରହି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋଲକତା ହାଇକୋର୍ଟ । ଦେଶରେ ପ୍ରଚଳିତ ନୋଟରେ କେବଳ ଗାନ୍ଧୀଙ୍କ…