ଟ୍ରାଫିକ୍ ଚାଲାଣ କଟିବା ପରେ ବି ଦେବାକୁ ପଡ଼ିବନି ଟଙ୍କା! ଜାଣନ୍ତୁ କଣ କହୁଛି ନୂଆ ନିୟମ
ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଆପଣ ମାନଙ୍କୁ ସମସ୍ତ ଟ୍ରାଫିକ୍ ନିୟମ ଓ ତାକୁ ଉଲଙ୍ଘନ କରିବା ଦ୍ୱାରା କେତେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ସେ ସମ୍ପର୍କରେ ଅବଗତ ହେବା ଦରକାର । ଗୋଟେ ପଟେ ପେଟ୍ରୋଲ…